ଆଜି ଜନସାଧାରଣଙ୍କର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ
by Argus News
Mon, Sep 23 | 8:10 a.m.

ଅର୍ଗସ ବ୍ୟୁରୋ : ଆଜି ଜନସାଧାରଣଙ୍କର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ଏଥିପାଇଁ ପଞ୍ଜୀକରଣ ହୋଇଛି। ଦିନ ୧୧ଟା ସମୟରୁ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ।

ଅଧିକ ପଢନ୍ତୁ : ଅଭିଯୋଗ ପ୍ରକୋଷ୍ଠରେ ଗହଳି, ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ୟୁନିଟ୍-୫ ସ୍ଥିତ ସରକାରୀ ବାସଗୃହ ନମ୍ବର ଭିଆଇଆଇଆଇଏମଆର-୪ ଠାରେ ଏହି ଜନଶୁଣାଣି ହେବ। ବିଜେଡି ଶାସନରେ 2008ଠାରୁ ବନ୍ଦ ରହିଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ବିଜେପି ସରକାର ହେବା ପରେ ଖୋଲାଗଲା 16 ବର୍ଷ ଧରି ବନ୍ଦ ଥିବା ଅଭିଯୋଗ ପ୍ରକୋଷ୍ଠ

KHALISTANI
ଭିଡିଓ ଜାରି କରି ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକ
ଅର୍ଗସ ବ୍ୟୁରୋ: ଭିଡିଓ ଜାରି କରି ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକ । କାନାଡ଼ାରୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଏପରି ଧମକ
YOGI
ଏଥର ହଟିବେ ଭ୍ରଷ୍ଟାଚାରୀ: ଯୋଗୀ
ଅର୍ଗସ ବ୍ୟୁରୋ: ଝାଡଖଣ୍ଡବାସୀ ଏଥର ଭ୍ରଷ୍ଟାଚାରୀଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଯୋଗୀ । ପାଙ୍କିରେ ପ୍ରଚାର ବେଳେ ଯୋଗୀ କହିଛନ୍ତି ଭଗବାନ ବିର୍ସାମୁଣ୍ଡା ଏବ
YOGI
ହୁସେନାବାଦର ନାଁ ବଦଳାଇ ରାମନଗର ରଖିବାକୁ ଘୋଷଣା କରିଛନ୍ତି ଯୋଗୀ ଆଦିତ୍ୟନାଥ
ଅର୍ଗସ ବ୍ୟୁରୋ: ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାରର ଅନ୍ତିମ ଦିନରେ ପଲାମୁରେ ପ୍ରଚାର ବେଳେ ହୁସେନାବାଦର ନାଁ ବଦଳାଇ ରାମନଗର ରଖିବାକୁ ଘୋଷଣା କରିଛନ୍ତ