ଗଞ୍ଜେଇ ବେପାରୀକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ
by Argus News
Fri, Mar 22 | 7:55 p.m.

କଟକ : ଗଞ୍ଜେଇ ବେପାରୀକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଲେ କଟକ ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟ। ଏହା ସହ ଏକ ଲକ୍ଷ ଟଙ୍କାର ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗର ଗଞ୍ଜେଇ ବେପାରୀ ମାଣିକ ଅଲି ଶେଖକୁ ଏହି ଦଣ୍ଡାଦେଶ ଶୁଣେଇଲେ କୋର୍ଟ। ଜୋରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଅଧିକ ପଢନ୍ତୁ : ୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

୦୭ ଅଗଷ୍ଟ ୨୦୨୨ ମସିହାରେ କଟକ ଓଏମପି ଓଭର ବ୍ରିଜ ଉପରେଏକ କାରରେ ପ୍ଲାଷ୍ଟିକ ବ୍ୟାଗ ଭର୍ତ୍ତି ଗଞ୍ଜେଇ ଚାଲାଣ ସମୟରେ ଧରିଥିଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ। ଏଥିରେ ପାଖାପାଖି ୮୧ କେଜି ଗଞ୍ଜେଇ ଚାଲାଣ ହେଉଥିଲା। ଏହି ଗଞ୍ଜେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା।
 

ସ୍କୁଟି
1m ago
ବ୍ରାଉନସୁଗାର ସହିତ ସ୍କୁଟି ଜବତ
ଭଦ୍ରକ: ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ବ୍ରାଉନସୁଗାର ସହିତ ସ୍କୁଟି ଜବତ। 2 ଜଣ ଗିରଫ । ବାଗୁରାଇ ମେଡିକାଲ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ସ୍କୁଟିରୁ 37 ଗ୍ରାମ ବ୍ରାଉନସୁଗାର ସମେ
ଡ୍ରିଙ୍କ ଫ୍ରମ ଟ୍ୟାପ
9m ago
ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଫେଲ୍
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଫେଲ୍। ଅତ୍ୟାବଶୀକିୟ ପାନୀୟ ଜଳ ପାଇଁ ଗ୍ରାମବାସୀ ହନ୍ତସନ୍ତ। ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀରେ ଗାଁର
ଖଲ୍ଲିକୋଟ ହିଂସା ପାଇଁ
ଖଲ୍ଲିକୋଟ ହିଂସା ପାଇଁ ଗଠନ ହେଲା SIT, ଗିରଫ ହେବେ ଫେରାର୍ ଅଭିଯୁକ୍ତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT . ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍