ପହଣ୍ଡି ଘଟଣାର ସମୀକ୍ଷା ପରେ ପ୍ରତିକ୍ରିୟା ଦେଲେ ଆଇନ ମନ୍ତ୍ରୀ
by Argus News
Wed, Jul 10 | 12:10 p.m.

ଅର୍ଗସ ବ୍ୟୁରୋ : ପହଣ୍ଡି ବେଳେ ବଡ଼ ଠାକୁର ଆଗକୁ ଝୁଙ୍କି ପଡ଼ିବା ଘଟଣା । ଘଟଣାର ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି ଏହା ଏକ ସାମାନ୍ୟ ଦୁର୍ଘଟଣା । ଭଗବାନଙ୍କର କିଛି କ୍ଷତି ହୋଇନାହିଁ, କିଛି ଦଇତା ଭାଇ ଆହତ ହୋଇଛନ୍ତି । ପହଣ୍ଡି ପରେ ସ୍ଥିତି ନେଇ ମୁଖମନ୍ତ୍ରୀଙ୍କୁ ଗତ ରାତିରେ ରିପୋର୍ଟ ଦିଆଯାଇଛି। ରଥଯାତ୍ରା ପ୍ରକ୍ରିୟା ଓ ବାହୁଡ଼ା ଯାତ୍ରାକୁ ଆହୁରି ଶୃଙ୍ଖଳିତ କରିବା ପାଇଁ  ଆଉ କିଛି ପଦକ୍ଷେପ ନିଆଯିବ।

ଅଧିକ ପଢନ୍ତୁ : ବଡଠାକୁର ବଳଭଦ୍ର ପଡିଯିବା ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରଥ ଉପରେ ଅଣ ସେବାୟତ ଥିବା ନେଇ ନଜରକୁ ଆସିଛି। ରଥ ଉପରେ ଅଣ ସେବାୟତ ରହିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ମନ୍ଦିର ଭିତରେ ଅଣ ସେବାୟତ ଥିଲେ । ଦୁଇ ସେବାୟତ ଗୋଷ୍ଠୀ ଭିତରେ କିଛି ତର୍କ ବିତର୍କ ହୋଇଥିଲା । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସମାଧାନ ହେଲା।

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା