ପ୍ୟାରିସ ଅଲମ୍ପିକ ମେଡାଲିଷ୍ଟଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ
by Argus News
Thu, Aug 15 | 5:28 p.m.

ଅର୍ଗସ ବ୍ୟୁରୋ : ପାରିସ୍ ଅଲମ୍ପିକ ମେଡାଲିଷ୍ଟଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୭୮ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ  ମୋଦୀ ଦିଲ୍ଲୀର ତାଙ୍କ ବାସଭବନରେ ଭାରତର ଅଲିମ୍ପିକ୍ ଆଥଲେଟ୍ମାନଙ୍କୁ ସାକ୍ଷାତର ଆୟୋଜନ କରାଯାଇଥିଲା। ମନୁ ଭାକର, ଅମାନ ସେହରାୱତ ଏବଂ ହକି  ଟିମ୍ କୁ ସାକ୍ଷାତ କରି ସେମାନଙ୍କ ମେଡାଲ ଦେଖିଥିଲେ ଏବଂ ଅଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।

ଅଧିକ ପଢନ୍ତୁ : ଶେଷ ହୋଇଛି ୧୬ ଦିନ ଧରି ଚାଲିଥିବା ପ୍ୟାରିସ ଅଲିମ୍ପିକ୍ସ

ତେବେ ଦୀର୍ଘ ୧୬ ଦିନ ଧରି ଚାଲିଥିବା ପ୍ୟାରିସ ଅଗଷ୍ଟ ୧୧ ତାରିଖରେ ଶେଷ ହୋଇଥିଲା ।ଏହି ପ୍ୟାରିସ ଅଲିମ୍ପିକ୍ସକୁ ସ୍ମରଣୀୟ କରିବାକୁ ଉଦଯାପନୀ ସମାରୋହରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ମିଳିତ ପରେଡରେ ତ୍ରିରଙ୍ଗା ଧରିଥିଲେ ପଦକ ବିଜେତା ହକି ଟିମର ଗୋଲକିପର ପି.ଆର. ଶ୍ରୀଜେସ ଓ ଡବଲ ମେଡାଲିଷ୍ଟ ମନୁ ଭାକର। ପ୍ରତିଯୋଗିତାରେ ଭାରତ ଏଥର ଗୋଟିଏ ରୌପ୍ୟ ପଦକ ସହ ମୋଟ 6ଟି ପଦକ ହାସଲ କରିଛି।

OSSSC
11m ago
OSSSC ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିର
ଦିନ ବେଳର
11m ago
ଦିନ ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍
ହବିଷ୍ୟାଳି
12m ago
ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବୃନ୍ଦାବତୀ ନିବାସର ବେସମେଣ୍ଟରେ ରହିବେ ୧୪୦ ହବିଶ୍ୟାଳି। ତେବେ ଆଜି ସୁଦ୍ଧା ସମସ୍ତ ତାଲିକ