ଅକାଳରେ ଗଲା ଦଶମ ଶ୍ରେଣୀ ଛାତ୍ରୀର ଜୀବନ
by Argus News
Sun, Mar 10 | 1:34 p.m.

ଜଗତସିଂହପୁର : ମୃତ୍ୟୁ ଏମିତି ବି ଆସେ । ସକାଳୁ ସକାଳୁ ପୋଖରୀକୁ ଲୁଗା ସଫା କରିବା ପାଇଁ ଯାଇଥିଲେ ସନ୍ଧ୍ୟାରାଣୀ । ହେଲେ ଜାଣିନଥିଲେ ମୃତ୍ୟୁ ତାଙ୍କୁ ଛକିକି ଵସିଛି । ଗୋଡ ଖସିଯିବାରୁ ପାଣିରେ ବୁଡି ଅକାଳରେ ଝଡିପଡିଲା କୋମଳମତି ସନ୍ଧ୍ୟା । ଜଗତସିଂହପୁର ଜିଲ୍ଲା  ସଦର ବ୍ଲକ ତତଙ୍ଗ ଗ୍ରାମର ସମ୍ବୁନାଥ ଭୋଇଙ୍କ ଏକ ମାତ୍ର ଝିଅ ସନ୍ଧ୍ଯାରାଣୀ ଭୋଇ ପୋଖରୀରେ ବୁଡି ମୃତ୍ୟ ହୋଇଥିବା ଜଣାପଡିଛି।

ଅଧିକ ପଢନ୍ତୁ : ବରଯାତ୍ରୀ ଗାଡ଼ି ଓଲଟି ୩ ମୃତ

ଆଜି ତାଙ୍କ ସମ୍ପକୀୟ ଆଈ ମା ଙ୍କ ସୁଧିକ୍ରିୟା ପାଇଁ ପୋଖରୀକୁ କପଡା ଗୁଡିକୁ ନେଇ ସଫା କରିବା ପାଇଁ ଯାଇଥିବା ଵେଳେ ଏଭଳି ଦୁଃଖଦ ଅଘଟଣ ଘଟିଛି । ନିକଟରେ ସେ ୧୦ ଶ୍ରେଣୀ ବୋର୍ଡ ପରୀକ୍ଷା  ଦେଇଥିଲେ । ବାପା ଶମ୍ଭୁନାଥ ଗାଡି ଚଳାଇ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।  

ପ୍ରଧାନମନ୍ତ୍ରୀ ମୋଦି
2m ago
୨୦ ରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ : ୨୦ ରେ ପୁଣି ଓଡ଼ିଶା ଆସୁଛନ୍ତି ମୋଦି । ପୁରୀରେ ରୋଡ଼ ସୋ କରିବେ ପ୍ରଧାନମନ୍ତ୍ରୀ । ଅନୁଗୁଳ ଓ କଟକରେ ବିଶାଳ ଜନସଭା କରିବେ ପିଏମ ମୋଦି । ସେହିପରି ଆସନ୍ତା 15 ତାରିଖ ଦି
ଚନ୍ଦାହାଣ୍ଡି ଘାଟିରେ
51m ago
ଚନ୍ଦାହାଣ୍ଡି ଘାଟିରେ ଅଟୋ ଓଲଟି ୧୮ ଆହତ
ଅର୍ଗସ ବ୍ୟୁରୋ: ଝରିଗାଁ ଚନ୍ଦାହାଣ୍ଡି ଘାଟି ଠାରେ ଦୁର୍ଘଟଣାରେ କୋଡିଏରୁ ଉର୍ଦ୍ଧ୍ବ ଆହତ ଅବସ୍ଥାରେ ଝରିଗାଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ଉମରକୋଟ ବ୍ଲକ ସାନଭାରଣ୍ଡ
ଲକ୍ଷ୍ମୀ ବସ
ମାତାଲ ଡ୍ରାଇଭର ହାତରେ ଲକ୍ଷ୍ମୀ ବସ ଷ୍ଟିୟରିଂ
ମୟୂରଭଞ୍ଜ: ଲକ୍ଷ୍ମୀ ବସରେ ଅସୁରକ୍ଷିତ ମହିଳା। କାରଣ ମାତାଲ ଡ୍ରାଇଭର ହାତରେ ଲକ୍ଷ୍ମୀ ବସ ଷ୍ଟିୟରିଂ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଉର୍ମଳ ଛକ ନିକଟରେ। ଉଦଳା ରୁ ବହୁବନ୍ଧ