ଶିମିଳିପାଳରେ ଶିକାର କଲା ବାଘୁଣୀ ଜମୁନା
by Argus News
Thu, Oct 31 | 12:38 p.m.

ମୟୂରଭଞ୍ଜ: ଶିମିଳିପାଳରେ ଶିକାର କଲା ବାଘୁଣୀ ଜମୁନା। ମହାରାଷ୍ଟ୍ର ତଡବା ଅନ୍ଧାରୀ ବ୍ୟାଘ୍ର ପ୍ରଳ୍ପରୁ ଶିମିଳିପାଳକୁ ଆସିଥିବା ବାଘୁଣୀ  `ଜମୁନା' ଏବେ ଶିମିଳିପାଳ ପରିବେଶରେ ସହ ନିଜକୁ ସାମିଲ କରିଛି। ଶିମିଳିପାଳକୁ ଆସିବାର ୫ ଦିନ ପରେ ଗତକାଲି ପ୍ରଥମ କରି ଏକ ଜଙ୍ଗଲୀ ବାରହା ଶୀକାର କରିଥିଲା । 


ବନ ବିଭାଗର ଏକ ସ୍ବତନ୍ତ୍ର ଭ୍ୟାନରେ ଗତ ୨୭ ତାରିଖ ରାତିରେ ଶିମିଳିପାଳ ପହଞ୍ଚିବା ପରେ ୨୮ ତାରିଖ ଦିନ ସକାଳେ ଜମୁନାକୁ ସଫ୍ଟ ଏନକ୍ଲୋଜରରେ ଛଡାଯାଇଛି । ସେଠାରେ ତାର ଖାଦ୍ୟ ପାଇଁ ହରିଣ, ବାରହା ଇତ୍ୟାଦି ଛଡାଯାଇଛି । ତେବେ ଏନକ୍ଲୋଜରରେ ୨ ଦିନ ରହିବା ପରେ ଶୀକାର କରି ନିଜର ଭୋକ ମେଣ୍ଟାଇଛି ଜମୁନା।
 

ବିଜେଡି
7m ago
ବିଜେଡିର ଆୟୁଷ ବହୁତ କ୍ଷୀଣ:ଜୟ ନାରାୟଣ ମିଶ୍ର
ଅର୍ଗସ ବ୍ୟୁରୋ:୨୯ ପର୍ଯ୍ୟନ୍ତ ତିଷ୍ଠିବନି ବିଜେଡି। ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବୟାନ ସାମ୍ମାକୁ ଆସିଛି । କହିଛନ୍ତି ବିଜେଡିର ଆୟୁଷ ବହୁତ କ୍ଷୀଣ,ଦଳରେ ଦେଖାଦେଇଛ
ପୁଣି RCBର
36m ago
ପୁଣି RCBର Captain ହେବେ କିଙ୍ଗ କୋହଲି!
ଅର୍ଗସ ବ୍ୟୁରୋ: ଆଇପିଏଲ-୨୦୨୫ ପାଇଁ ଜାରି ହେବାକୁ ଯାଉଛି ରିଟେନସନ୍ ଲିଷ୍ଟ । ଆସନ୍ତାକାଲି ପ୍ରତ୍ୟେକ ଦଳ ନିଜ ନିଜର ରିଟେନସନ ତାଲିକା ପ୍ରକାଶ କରିବେ । ତେବେ ଏହାପୂର୍ବରୁ ରୟାଲ ଚାଲେଞ୍ଜର୍
ଖବର
47m ago
ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ଦେଶରେ ଦୀପାବଳି ଧୁମ । ସାରା ଦେଶରେ ଧୁମଧାମରେ ପାଳନ କରାଯାଉଛି ଦୀପାବଳି । ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ରଙ୍ଗ ବେରଙ୍ଗର ଆଲୋକମାଳା.....ନୂଆଦିଲ୍ଲୀ ରାଷ୍ଟ୍ରପତ