ବାଘ ଭୟରେ ଲାଗିଲା ଟ୍ରାପ୍ କ୍ୟାମେରା
by Argus News
Sun, Oct 27 | 7:34 a.m.

ଅର୍ଗସ ବ୍ୟୁରୋ: ଭୁବନେଶ୍ବର ବିମାନ ବନ୍ଦର ଡମ୍ପିୟାର୍ଡ ନିକଟରେ ବାଘ ଦେଖା ଯିବା ଘଟଣାରେ ତତ୍ପରତା ଦେଖାଇଛି ବନ ବିଭାଗ। ବାଘକୁ ଧରିବାକୁ ବନବିଭାଗ ଡମ୍ପିୟାର୍ଡ ନିକଟ ଜଙ୍ଗଲରେ 4ଟି ଟ୍ରାପ କ୍ୟାମେରା ଲଗାଯାଇଛି। ଏ ସମସ୍ତ କ୍ୟାମେରା ନନ୍ଦନକାନନରୁ ଆସିଛି। ଫରେଷ୍ଟ ରେଞ୍ଜରଙ୍କ ସମେତ, ଫରେଷ୍ଟ ଟେକ୍ନିକାଲର 5 ଜଣିଆ ଟିମ କ୍ୟାମେରା ଲଗାଇଛନ୍ତି। ରାତି ସାରା କ୍ୟାମେରାକୁ ମନିଟରିଙ୍ଗ କରାଯିବା ସହ ଯନ୍ତା ଉପରେ ନଜର ରଖିବ ବନ ବିଭାଗ। ଏନେଇ ପ୍ରତିକ୍ରିୟା ରଖି ରେଞ୍ଜର କହିଛନ୍ତି ବାଘ ଅଛି ବୋଲି କୌଣସି ସ୍ପଷ୍ଟତା ମିଳିନି। ତଥାପି ଆମେ ଟ୍ରାପ ଜାରିରଖିଛୁ।

 

ଘନ କୁହୁଡ଼ି
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ