ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
by Argus News
Tue, Apr 16 | 5:36 p.m.

ଅର୍ଗସ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁପିଏସସି ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ୨୦୨୩ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ‘ଏକ୍ସ’ରେ ଅଭିନନ୍ଦନ ଜଣାଇଛନ୍ତି । 

ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ଆଇଏଏସ- ୨୦୨୩ ପରୀକ୍ଷାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଆଦିତ୍ୟ ଶ୍ରୀବାସ୍ତବ, ତାଳଚେରର ଅନିମେଶ ପ୍ରଧାନଙ୍କ ସମେତ ସଫଳତା ପାଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଓଡ଼ିଶାର ସୁଯୋଗ୍ୟ ସନ୍ତାନ ଅନିମେଶ ଆମ ତାଳଚେର ତଥା ଓଡ଼ିଶାକୁ ଗର୍ବିତ କରିଛନ୍ତି । 

ଅଧିକ ପଢନ୍ତୁ : UPSC ରେଜଲ୍ଟ ; ଦ୍ବିତୀୟ ସ୍ଥାନରେ ଓଡିଆ ପୁଅ ଅନିମେଶ

ପରିଶ୍ରମ, ଏକାଗ୍ରତା ଓ ସ୍ମାର୍ଟଓ୍ୱାର୍କ ଦ୍ୱାରା ସେମାନେ ଏହି କୃତି ହାସଲ କରିଛନ୍ତି । ନିଜକୁ ଜନସେବାରେ ସାମିଲ କରି ‘ବିକଶିତ ଭାରତ’ ଗଠନ କରିବା ଦିଗରେ ସୂଚାରୁରୂପେ ଦାୟିତ୍ୱ ନିର୍ବାହ କରିବା ପାଇଁ ଶ୍ରୀ ପ୍ରଧାନ କୃତି ଛାତ୍ରଛାତ୍ରୀଙ୍କୁ ।

ଆଜି ଆଇପିଏଲ ପ୍ଲେ ଅଫ
6m ago
ଆଜି ଆଇପିଏଲ ପ୍ଲେ ଅଫ ମୁକାବିଲା: ପ୍ରଥମ କ୍ବାଲିଫାଏରରେ କୋଲକାତାକୁ ଭେଟିବ ହାଇଦ୍ରାବାଦ
ଅର୍ଗସ ବ୍ୟୁରୋ: ଆଜି ଆଇପିଏଲ ପ୍ଲେ ଅଫ ମୁକାବିଲା । ଗୁଜରାଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରଥମ କ୍ୱାଲିଫାୟର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ
ନିର୍ବାଚନ ଡ୍ୟୁଟି ସାରି
9m ago
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ପୋଲିସ ବସ ଦୁର୍ଘଟଣାଗ୍ରସ୍ତ
ଅର୍ଗସ ବ୍ୟୁରୋ: ଭଞ୍ଜନଗରରୁ ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ପୋଲିସ ବସ ଦୁର୍ଘଟଣା। ଡିଆରଡିଏ ଛକ ନିକଟରେ ଡିଭାଇଡରରେ ପିଟି ହେଲା ବସ। ଜଣେ ପୋଲିସ କର୍ମଚାରୀ ଆହତ। ଅଳ୍ପକ
AMIT SHAH
13m ago
ସମ୍ବଲପୁରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ଅର୍ଗସ ବ୍ୟୁରୋ: ଓଡିଶାରେ ପହଞ୍ଚିଲେ ଶାହ । ସମ୍ବଲପୁରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଓଡ଼ିଶା ଗସ୍ତ ବେଳେ ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଓ ନୟାଗଡ଼ରେ ନିର୍ବାଚନ