ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ତିନି ଓଡ଼ିଆ ନେଲେ ଶପଥ 
by Argus News
Sun, Jun 09 | 8:40 p.m.

ନୂଆଦିଲ୍ଲୀ: ତୃତୀୟ ଥର ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଶପଥ ପାଠ କରାଇଛନ୍ତି  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିସହିତ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ  ତିନି  ଓଡ଼ିଆ ଶପଥ ନେଇଛନ୍ତି।  ଧର୍ମେନ୍ଦ୍ର ପ୍ରଧାନ,  ଅଶ୍ୱିନୀ ବୈଷ୍ଣବ  ଏବଂ ଜୁଏଲ ଓରାମଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ମୋଦିଙ୍କ  କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରାଜନାଥ ସିଂ ଏବଂ ଅମିତ୍‌ ଶାହ, ନୀତିନ ଗଡ଼କରୀ, ଜେପି ନଡ୍ଡା, ନିର୍ମଳା ସୀତାରମଣ, ଏସ୍‌ ଜୟଶଙ୍କର, ପୀୟୂଷ ଗୋୟଲ,  ଜିତନ ରାମ ମାନଝୀ, ଶିବରାଜ ସିଂ ଚୌହାନ, ମନୋହରଲାଲ ଖଟ୍ଟର, ଏଚ୍‌ଡି କୁମାର ସ୍ୱାମୀ, ସର୍ବାନନ୍ଦ ସୋନଓ୍ୱାଲ , ରାଜୀବ ରଞ୍ଜନ ସିଂ, ଡ. ବିରେନ୍ଦ୍ର କୁମାର, ପ୍ରହ୍ଲାଦ ଯୋଶୀ, ରାମ ମୋହନ ନାଇଡୁ, ଜ୍ୟୋତିରାଦିତ୍ୟ ସିନ୍ଦିଆ, ମୁନସୁଖ ମାଣ୍ଡଭିୟ,  ହରଦୀପ ସିଂହ ପୁରୀ, କିରଣ ରିଜିଜୁ, ଅନ୍ନପୂର୍ଣ୍ଣ ଦେବୀ, ଗଜେନ୍ଦ୍ର ସିଂ ସେଖାଓ୍ୱତ, ଜି. କିଷନ ରେଡ୍ଡୀ, ଚିରାଗ ପାସଓ୍ୱାନ, ସି.ଆର. ପାଟିଲ, ଇନ୍ଦ୍ରଜିତ ସିଂ, ଜିତେନ୍ଦ୍ର ସିଂ ଙ୍କୁ ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  

ଅଧିକ ପଢନ୍ତୁ ଭାରତ ଖବର 

ଆସନ୍ତା ଦୁଇ ଦିନ ମଧ୍ୟର
12m ago
ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ
ଅର୍ଗସ ବ୍ୟୁରୋ: ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଲଘୁଚାପ ଆହୁରି ଘନୀଭୂତ ହେବାକୁ ବଳଗୋଟାଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ। ଉତ୍ତର-ପଶ୍ଚି
ଆଜି ଚାଷୀଙ୍କୁ
21m ago
ଆଜି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ସହାୟତା
ଅର୍ଗସ ବ୍ୟୁରୋ: ନୂଆଁଖାଇ ଉପଲକ୍ଷେ ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଚାଷୀଙ୍କୁ ସିଏମ୍ କିଷାନ ସହାୟତା ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ୍ କିଷାନ ସହାୟତା ଅନ୍ତର୍ଗତ ଉପକୃତ ହେବ
ଗଣପର୍ବ ନୂଆଁଖାଇକୁ
45m ago
ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା
ଅର୍ଗସ ବ୍ୟୁରୋ: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା । ଘର ଲିପା ପୋଛା ସହ ସାଜସଜ୍ଜା । କୃଷି ଭିତ୍ତିକ ଗଣପର୍ବକୁ ପାଳନ କରିବାକୁ ପ୍ରତି ଘରେ, ପ୍ରତି ପରିବାରର