ଏହି ସବୁ କରନ୍ତୁ ସମାସ୍ୟା ଦୂର ହେବ
by Argus News
Fri, May 10 | 2:02 p.m.

ଅର୍ଗସ ବ୍ୟୁରୋ: କିଛି ଲୋକଙ୍କର ଶୀତ ଦିନ ହେଉକି ଖରା ଦନ ସବୁ ବେଳେ ମୁହଁ ଶୁଖୁଲା ଦେଖାଯାଇଥାଏ । ଏହାକୁ ନେଇ ଅନେକ ଜଣ ଟେନସନରେ ମଧ୍ୟ ରୁହନ୍ତି । ଆଉ କିଛି ଲୋକତ ଲସୋନ ଲଗେଇବା ପରେ ମଧ୍ୟ ମୁହଁ ଶୁଖିଲା ଦେଖାଯାଇଥାଏ । ତେବେ ଏହି ସବୁ ସମାସ୍ୟାକୁ ଦୂର କରିବା ପାଇଁ କ'ଣ ବ୍ୟବହାର କରିବେ ଜାଣନ୍ତୁ । 

:-ଆପଣ ସୂର୍ଯ୍ୟମୁଖୀ ଫୁଲ ମଂଜିର ତେଲକୁ ବ୍ୟବହାର କରିପାରିବେ । କୁହାଯାଏକି ଏହି ତେଲ ଆପଣଙ୍କ ସ୍କିନକୁ ହାଇଡ୍ରେଟ ରଖେ ।

:-ଗାଧୋଇବା ପରେ ପ୍ରତିଦିନ ପୁରା ଶରୀରରେ ନଡିଆ ତେଲ ଲଗାନ୍ତୁ ଆପଣଙ୍କ ସ୍କିନ ସଫ୍ଟ ରହିବ ବହୁତ ସମୟ ପର୍ଯ୍ୟନ୍ତ ।

 :-ପ୍ରତିଦିନ ଗାଧୋଇବା ପୂବରୁ ଅଟ୍ସକୁ ପାଉଡର କରି ମୁହଁରେ ଲଗାନ୍ତୁ ଏହାର ବହୁତ ଫାଇଦୀ ମିଳିଥାଏ । 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର

:-କ୍ଷୀରରେ ଥିବା ସରକୁ ସ୍କିନରେ ଲଗାନ୍ତୁ ଆପଣଙ୍କ ସ୍କିନ ସଫ୍ଟ ରହିବ ବହୁତ ସମୟ ପର୍ଯ୍ୟନ୍ତ ।

:-ଯଦି ଆପଣଙ୍କର ଡ୍ରାଏ ସ୍କିନ ତେବେ ଆପଣ ଆଲୋଭେରା ଜେଲ ପ୍ରତିଦିନ ଲଗାନ୍ତୁ । ଆପଣଙ୍କ ସ୍କିନ ସୁସ୍ଥ ରହିବ ।ଖାଲି ସେତିକି ନୁହଁ  ଡ୍ରାଏ ସ୍କିନ ପାଇଁ ମହୁ ମଧ୍ୟ ବହୁତ ଭଲ ହେଇଥାଏ । 
 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍