ରଦ୍ଦ ହେଲା ୟୁଜିସି ନେଟ୍ ପରୀକ୍ଷା
by Argus News
Thu, Jun 20 | 7:40 a.m.

ଅର୍ଗସ ବ୍ୟୁରୋ : ରଦ୍ଦ ହେଲା ୟୁଜିସି ନେଟ୍ ପରୀକ୍ଷା । ଗତ ଜୁନ୍ ୧୮ ତାରିଖରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ବାରା ଦେଶର ବିଭିନ୍ନ ସହରରେ କରାଯାଇଥିବା ୟୁଜିସି-ନେଟ୍ ପରୀକ୍ଷାକୁ ରଦ୍ଦ କରିଦିଆଯାଇଛି । ତେବେ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ହେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି । ଜୁନ୍ ୧୯ ତାରିଖରେ ୟୁଜିସିକୁ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ନେଇ ସୂଚନା ମିଳିଥିଲା ।

ଅଧିକ ପଢନ୍ତୁ : କାର୍ଯ୍ୟକ୍ରମରେ ପୁରସ୍କାର ଦେବାବେଳେ ଖଦିକୁ ପ୍ରାଧାନ୍ୟ ଦେବାକୁ UGCର ନିର୍ଦ୍ଦେଶ

ଯାହାପରେ ଦେଶରେ ହେଇଥିବା ଏହି ପରୀକ୍ଷାକୁ ରଦ୍ଦ ଘୋଷଣା କରାଯାଇଛି । ପରୀକ୍ଷା ରଦ୍ଦ ସହ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗର ତଦନ୍ତ କରିବ ସିବିଆଇ । ସିବିଆଇକୁ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗର ତଦନ୍ତ କରିବାକୁ ସୁପାରିସ କରିଛି ।  ଗତ ୧୮ ତାରିଖରେ ଦେଶର ୩୧୭ ସହରରେ ୧୨୦୫ ପରୀକ୍ଷା କେନ୍ଦ୍ରରେ ପାଖାପାଖି ୧୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ୟୁଜିସି-ନେଟ୍ ପରୀକ୍ଷା ଦେଇଥିଲେ ।
 

ସୁଭଦ୍ରା ଯୋଜନା
ସୁଭଦ୍ରା ଯୋଜନାକୁ ନେଇ ସ୍ପଷ୍ଟ ମତ ରଖିଲେ ଉପ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : "ମୁଁ ପୂର୍ବରୁ କହିଥିଲି 100 ଦିନ ମଧ୍ୟରେ ସୁଭଦ୍ରା ଯୋଜନା ଉପରେ ନିଷ୍ପତ୍ତି ନିଆଯିବ ବୋଲି । ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶ
SENSEX
ପ୍ରଥମଥର ପାଇଁ ୮୦ ହଜାର ଅତିକ୍ରମ କଲା ସେୟାର ବଜାର
ଅର୍ଗସ ବ୍ୟୁରୋ: ବିଶ୍ୱସ୍ତରୀୟ ସମର୍ଥନ ମଧ୍ୟରେ ଘରୋଇ ଷ୍ଟକ୍ ବଜାର ବୁଧବାର ଏକ ନୂତନ ଇତିହାସ ସୃଷ୍ଟି କରିଛି | ଆଜି, ବେପାର ଆରମ୍ଭ ହେବା ମାତ୍ରେ ହିଁ ସେନ୍ସେକ୍ସ 570 ରୁ ଅଧି
ରତ୍ନଭଣ୍ଡାର
ରତ୍ନଭଣ୍ଡାର ଖୋଲିବା ନେଇ ସ୍ପଷ୍ଟ କଲେ ଆଇନମନ୍ତ୍ରୀ
ଅଧିକ ପଢନ୍ତୁ : ରତ୍ନ ଭଣ୍ଡାର ଖୋଲିବା ନିଶ୍ଚିତ । ନିଷ୍ପତ୍ତି ସରିଛି । ଖୁବଶୀଘ୍ର ଏ ନେଇ ମୋଡ଼ାଲିଟ ପ୍ରସ୍ତୁତ ହେବ । ବୈଠକ ପରେ ତାରିଖ ମଧ୍ୟ ସରକାର ଘୋଷଣା କରିବେ ଏବଂ ବିଧିବଦ୍