ଆଜି ୧୯ବର୍ଷରୁ କମ କ୍ରିକେଟ୍ ବିଶ୍ୱକପ ଫାଇନାଲ
by Argus News
Sun, Feb 11 | 11:48 a.m.

ଅର୍ଗସ ବ୍ୟୁରୋ: ଆଜି ୧୯ ବର୍ଷରୁ କମ କ୍ରିକେଟ୍ ବିଶ୍ୱକପ ଫାଇନାଲ । ମୁହାଁମୁହିଁ ହେବେ ଭାରତ- ଅଷ୍ଟ୍ରେଲିଆ । ମ୍ୟାଚ ଜିତି ଭାରତ ଷଷ୍ଠ ଟାଇଟେଲ ଲକ୍ଷ୍ୟରେ ଟିମ ଇଣ୍ଡିଆ । ସେପଟେ ଚତୁର୍ଥ ଟାଇଟେଲ ଲକ୍ଷ୍ୟରେ କଙ୍ଗାରୁ ଦଳ । ଅପରାହ୍ନ ସାଢେ ଗୋଟାଏଷର ମ୍ୟାଚ ଆରମ୍ଭ ହେବ । 

ତେବେ ପୂର୍ବ ରେକର୍ଡକୁ ଦେଖିଲେ ଅଷ୍ଟ୍ରେଲିଆ ତୁଳନାରେ ଭାରତର ପଲା ଭାରି ରହିଛି । ୨୦୧୨ ଏବଂ ୨୦୧୮ରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ତେଣୁ ଭାରତ ଏଥର ପୁଣି ଅଷ୍ଟ୍ରେଲିଆକୁ ହରାଇ ଟାଇଟେଲ ହାସଲ କରିବ ବୋଲି ଆଶାବାଦୀ ଅଛନ୍ତି କ୍ରିକେଟ ପ୍ରେମୀ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ନବୀନ
now
କଣ୍ଟାବାଞ୍ଜି ଗଲେ ନବୀନ, କିନ୍ତୁ ଦେଲେନି ଲୋକଙ୍କ ପ୍ରଶ୍ନର ଉତ୍ତର
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ଗ୍ରହଣ କଲେନି ମୁଖ୍ୟମନ୍ତ୍ରୀ । କଣ୍ଟାବାଞ୍ଜି ଗଲେ ନବୀନ, କିନ୍ତୁ ଦେଲେନି ଲୋକଙ୍କ ପ୍ରଶ୍ନର ଉତ୍ତର । ଲୋକଙ୍କ ସହ ନାହିଁ କୌଣସି କନେକ୍ସନ, କାଗ
PROTEIN
ସତର୍କ ରୁହ, ପ୍ରୋଟିନ ପାଉଡର ହାନିକାରକ !
ଅର୍ଗସ ବ୍ୟୁରୋ: ଜିମ୍‌ ଯାଉଛନ୍ତି କି, ତେବେ ପ୍ରୋଟିନ ପାଉଡର ନିହାତି ପିଉଥିବେ। ତେବେ ଏହି ପ୍ରୋଟିନ୍‌ ପାଉଡର ସ୍ୱାସ୍ଥ୍ୟ ପାଇଁ ହିତକର ନା ନୁହେଁ, ଜାଣିଛନ୍ତି କି
MLA
ପୁଷ୍ପାଙ୍କ ନାମରେ ମାମଲା ରୁଜୁ, ଆଚାର ସଂହିତା ଉଲ୍ଲଙ୍ଘନ କରିଥିବା ଅଭିଯୋଗ
ଅର୍ଗସ ବ୍ୟୁରୋ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ତାଙ୍କୁ କିଏ ବା ନଜାଣେ। ହେଲେ ତାଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର। କାହିଁକି ନା ଅଲ୍ଲୁଙ୍କ ନାମର