ଏହି ଗଛକୁ ଘରର ବାହାରେ ଲଗାନ୍ତୁ କେବେ ଚିନ୍ତା, ଦୁଖ ,କଷ୍ଟ ରହିବନି
by Argus News
Wed, May 08 | 6:58 p.m.

ଅର୍ଗସ ବ୍ୟୁରୋ: ଘରର ଶୁଖ ଶନ୍ତି ପାଇିଁ ସମସ୍ତେ କିଛି ନା କିଛି କରିଥାନ୍ତି । ସମସ୍ତ ସବୁବେଳ ଚାହାନ୍ତି କି ସେମାନେ ଓ ସେମାନଙ୍କ ପରିବାର ଭଲରେ ରୁହନ୍ତୁ । ତେବେ ଘରର ଶୁଖ ଶନ୍ତି ଯଦି ଚାହୁଁଛନ୍ତି ଏହି ଗଛକୁ ଘରର ବାହାରେ ଲଗାନ୍ତୁ କେବେବି ଚିନ୍ତା, ଦୁଖ କଷ୍ଟ କିଛି ରହିନଥାଏ । 

ହିନ୍ଦୁ ଶାସ୍ତ୍ର ଅନୁସାରେ କୁହାଯାଏକି ଘରେ ତୁଳସୀ ଗଛ ଲଗାଇବା ଦ୍ଵାରା ବହୁତ ଶୁଭ ଫଳ ମିଳିଥାଏ । ଯେଉଁ ମାନଙ୍କ ଘରେ ତୁଳସୀ ଗଛ ଲଗାଯାଇଥାଏ ସେମାନଙ୍କର କେବେ ଆର୍ଥକ ସ୍ଥିତି ଖରାପ ହୋଇନଥାଏ । 

ଖାଲି ସେତିକି ନୁହେଁ ଘରେ ତୁଳସୀ ଗଛ ରହିଲେ ସେଠାରେ ମାତା ଲଷ୍ମୀଙ୍କ ବିରାଜ ମାନ କରିଥାନ୍ତି। ସମସ୍ତ ଦୁଖ ଦୂର ହୋଇଥାଏ । ଯେଉଁ ଘରେ ମା ଲଷ୍ମୀ ରହିଥାନ୍ତି ସେ ଘରର ସମସ୍ତ ଲୋକଙ୍କ ଉପରେ ମାଙ୍କର କୃପା ଦୃଷ୍ଚି ରହିଥାଏ । ସେମାନଙ୍କର କେବେ କୌଣସି ଅସୁବିଧା ହୋଇନଥାଏ । ଏହି ସବୁ କାରଣ ପାଇଁ ତୁଳସୀ ଗଛର ପୂଜା ବହୁତ ମହତ୍ଵ ହୋଇଥାଏ । ତାହାସହ ତୁଳସୀ ଗଛରେ ପାଣି ମଧ୍ୟ ଦିଅଯାଇଥାଏ । 

ବାସ୍ତୁ ଶାସ୍ତ୍ର ଅନୁସାରେ କୁହାଯାଏକି ତୁଳସୀ ଗଛକୁ ଘରର ମୁଖ୍ୟ କବାଟ ପାଖରେ ଲଗାଇବା ବହୁତ ଶୁଭ ହୋଇଥାଏ । ଯଦି ଘରର ମୁଖ୍ୟ ଦ୍ଵାରରେ ତୁଳସୀ ଗଛ ଲଗାଯାଏ ନାକାରତ୍ମକ ଶକ୍ତ କେବେବି ଘରର ଭିତରକୁ ଆସିବ ନାହିଁ । ତାହା ସହିତ ଘରେ ସବୁ ବେଳେ ସଖୁ,ଶାନ୍ତି ,ସମୃଦ୍ଧି ବଜାଇ ରହିଥାଏ । ତୁଳସୀ ଗଛକୁ ଉତ୍ତର କିମ୍ଵା ପୂର୍ବ ଦିଗରେ ଲଗାଇବା ଦ୍ଵାରା ବହୁତ ଭଲ ହୋଇଥାଏ । 
 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍