୫୦ କେଜିରେ ଭିନେଶ ଓ ୫୭ କେଜି ବର୍ଗରେ ଅଂଶୁ ପ୍ୟାରିସରେ ଦେଖାଇବେ ଦମ୍
by Argus News
Sun, Apr 21 | 8:21 a.m.

ଅର୍ଗସ ବ୍ୟୁରୋ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ 50 କେଜି ଏବଂ ଅଂଶୁ ମଲ୍ଲିକ 57 କେଜି ବର୍ଗରେ ପ୍ୟାରିସ ଅଲିମ୍ପିକ ଲାଗି କୋଟା ହାସଲ କରିଛନ୍ତି। ଭିନେଶ ଅଲିମ୍ପିକ ଯୋଗ୍ୟାତା ପର୍ଯ୍ୟାୟ ମ୍ୟାଚରେ କାଜାକସ୍ଥାନର କୁସ୍ତିଯୋଦ୍ଧାଙ୍କୁ ଏକ ତରଫା ମ୍ୟାଚରେ 10-0 ପଏଣ୍ଟରେ ପରାସ୍ତ କରିଥିଲେ। ପ୍ୟାରିସ ଅଲିମ୍ପିକକୁ ମିଶାଇ ଭିନେଶ ତୃତୀୟ ଥର ଲାଗି ଅଲମ୍ପିକ ଯୋଗ୍ୟତା ହାସଲ କରିଛନ୍ତି। ସେହିପରି ଅଂଶୁ ମଲ୍ଲିକ 57 କେଜି ବର୍ଗରେ ଉଜବେକିସ୍ଥାନର ଖେଳାଳିଙ୍କୁ 10-0 ପଏଣ୍ଟରେ ପରାସ୍ତ କରି ଅଲିମ୍ପିକ ଲାଗି ଯୋଗ୍ୟତା ହାସଲ କରିଛନ୍ତି।

ଅଧିକ ପଢ଼ନ୍ତୁ ଖେଳ ଖବର:

HEAT WAVE
4m ago
ତତଲା କଢେଇରେ ଭାଜି ହେଉଛି ଓଡିଶା
ଅର୍ଗସ ବ୍ୟୁରୋ: ତତଲା କଢେଇରେ ସାରା ଓଡ଼ିଶା। ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳୁ ସକାଳୁ ପ୍ରବାଳ ଗରମ ହେଉଛି । ସକଳ 8.30 ସୁଦ୍ଧା ଭୁବନେଶ୍ୱରରେ ପାରଦ 34.6 ରେକର୍ଡ କରାଯାଇଛ
ELECTION UPDATE
14m ago
ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ଭୋଟ ଦେବେ ୭୯ ଲକ୍ଷ ୬୯ ହଜାର ଭୋଟର
ଭୁବନେଶ୍ୱର: ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । 5 ଟି ସଂସଦୀୟ କ୍ଷେତ୍ରର 35 ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ । ଯେଉଁଠି ମୋଟ ଭୋଟର ସଂଖ୍ୟା 79 ଲକ୍ଷ 69
WHOLE
40m ago
୨୪ ବର୍ଷର ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା
ଅର୍ଗସ ବ୍ୟୁରୋ: ଦାଦନ ଯନ୍ତ୍ରଣାରେ ଛଟପଟ ସାରା ଓଡ଼ିଶା । 24 ବର୍ଷର ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବେନୁପା