ଧାରା ୩୭୦କୁ ନେଇ ଜମ୍ମୁ-କଶ୍ମୀର ବିଧାନସଭାରେ ଜୋରଦାର ହଙ୍ଗାମା
by Argus News
Fri, Nov 08 | 11:37 a.m.

ଅର୍ଗସ ବ୍ୟୁରୋ:ଧାରା ୩୭୦କୁ ନେଇ ଜମ୍ମୁ-କଶ୍ମୀର ବିଧାନସଭାରେ ଜୋରଦାର ହଙ୍ଗାମା । ବିଧାନସଭା ପରିସର ପାଲଟିଲା ରଣକ୍ଷେତ୍ର । ଗୃହ କାର୍ଯ୍ୟ ଚାଲିଥିବା ବେଳେ ଠେଲାପେଲା ହେଲେ ଶାସକ ଓ ବିରୋଧୀ ଦଳର ନେତା। ୩୭୦ ଧାରା ଲାଗୁ କରିବା ପାଇଁ ପ୍ଲା-କାର୍ଡ ଧରି ଆସିଥିଲେ ପିଡିପି ବିଧାୟକମାନେ । ଯାହାକୁ ବିରୋଧ କରିଥିଲା ବିଜେପି । 

ବିଜେପି ବିଧାୟକଙ୍କ `ଭାରତ ମାତା କି ଜୟ ନାରା'ରେ କମ୍ପିଲା ବିଧାନସଭା । ବୁଧବାର ଧାରା ୩୭୦ ହଟାଇବାକୁ ବିରୋଧରେ ଜମ୍ମୁ-କଶ୍ମୀର ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ଏହାକୁ ନେଇ ଗୃହରେ ଜାରି ରହିଛି ହଙ୍ଗାମା। ତେବେ ଗତକାଲି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏହାକୁ ନେଇ ଦୁଇ ପକ୍ଷର ବିଧାୟକ ପରସ୍ପର ମୁହାଁମୁହିଁ ହୋଇଥିଲେ। ଆଜି ମଧ୍ୟ ସେହି ସମାନ ଚିତ୍ର ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ଟ୍ରମ୍ଫ
15m ago
ଟ୍ରମ୍ଫଙ୍କ ବିଜୟ , କେଉଁ ଦେଶ ପାଇଁ ଖୁସି , କେଉଁ ଦେଶ ପାଇଁ ଦୁଃଖ....
ଅର୍ଗସ ବ୍ୟୁରୋ : ଟ୍ରମ୍ଫଙ୍କ ଏୈତିହାସିକ ବିଜୟ ପରେ ସବୁ ଦେଶରେ ଏକପ୍ରକାର ଚର୍ଚ୍ଚା ଜେର ଧରିଛି । ଅନେକ ଦେଶପାଇଁ ଟ୍ରମ୍ଫଙ୍କ ବିଜୟ ଖୁସି ଖବର ଦେଇଥିବା ବେଳେ ଅନେକ ଦେଶ ଟ୍ରମ୍ଫଙ୍
ରାଲି
34m ago
ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମହା ରାଲି
ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମହା ରାଲି...ଆଜି ଧୁଲେ ରେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିମେଣ୍ଟକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ର
ELEPHANTS
କରଞ୍ଜିଆ ବନଖଣ୍ଡକୁ ଲେଉଟିଲେ ଝାଡଖଣ୍ଡୀ ହାତୀ, ୧୫ରୁ ୨୦ଟି ଗାଁ ଆତଙ୍କିତ
ଅର୍ଗସ ବ୍ୟୁରୋ: ପୁଣି କରଞ୍ଜିଆ ବନଖଣ୍ଡକୁ ଲେଉଟିଲେ ୨୮ ଟିକିଆ ଝାଡଖଣ୍ଡୀ ହାତୀ। ଆଜି ସକାଳୁ ସକାଳୁ କେନ୍ଦୁଝର ବନଖଣ୍ଡର ପାଟଣା ଅଞ୍ଚଳରୁ ବୈତରଣୀ ନଦୀ ପାର ହୋଇ ମୟୂରଭଞ୍