ରାଜ୍ୟ ସରକାରଙ୍କ ୱେବସାଇଟରୁ ଭିଜନ 5Tର ତଥ୍ୟ ଗାଏବ୍
by Argus News
Fri, Apr 12 | 10:24 a.m.

ଅର୍ଗସ ବ୍ୟୁରୋ :କୁଆଡେ ଗଲା ଭିଜନ 5T । ରାଜ୍ୟ ସରକାରଙ୍କ ୱେବସାଇଟରୁ ଭିଜନ 5Tର ସବୁ ତଥ୍ୟ ଉଭାନ । ୱେବସାଇଟରେ କ୍ଲିକ କଲେ କୌଣସି ଡାଟା ସୋ କରୁନି । ଯାହାକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ୱେବସାଇଟରୁ 5T ତଥ୍ୟ ଡିଲିଟ କରିବାକୁ କାହିଁକି ବାଧ୍ୟ ହେଲେ ରାଜ୍ୟ ସରକାର ? ଏହାକୁ ନେଇ  ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ସରକାରଙ୍କୁ କଟାକ୍ଷ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ମୁଖପାତ୍ର ଅନିଲ ବିଶ୍ଵାଳ 

ଅଧିକ ପଢନ୍ତୁ : ବିଜେପି ଅଭିଯୋଗ କଲା, ନିର୍ବାଚନ କମିଶନ ଆକ୍ସନ ନେଲେ

କିଛି ଦିନ ତଳେ ସି - ଭିଜିଲ ଆପରେ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ 5T ଅଧ୍ୟକ୍ଷ ପଦରୁ ବିଜେଡ଼ି ନେତା ଭି.କେ. ପାଣ୍ଡିଆନଙ୍କୁ ହଟାଇଥିଲେ ରାଜ୍ୟ ସରକାର ।

EMPLOYEES
48m ago
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ
BAJRANG PARTY
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ