ସୁସ୍ଥ ଶରୀର ପାଇଁ ପ୍ରତିଦିନ ଚାଲନ୍ତୁ
by Argus News
Mon, Apr 22 | 4:12 p.m.

ଅର୍ଗସ ବ୍ୟୁରୋ: ଆପଣଙ୍କ ମଧ୍ୟରୁ କେତେଜଣ ଭାବନ୍ତି ଯେ ଆପଣଙ୍କ କେମିରି ନିଜକୁ ସୁସ୍ତ ରଖିଵେ । ଅଧିକାଂଶ ଲୋକଙ୍କ ପାଇଁ ପ୍ରତିଦିନ ଚାଲିଵାକୁ ପସନ୍ଦ କରନ୍ତି ନାହିଁ । ତେଵେ ଚାଲିଵା ଦ୍ଵାରା କଣ ଲାଭ ମିଳେ ଆସନ୍ତୁ ଜାଣିଵା 

ଅଧିକାଂଶ ଲୋକ ପ୍ରତି ୧୦୦୦ ପାଦ ଚାଲିଵାରେ ୩୦ରୁ ୪୦ କ୍ୟାଲୋରୀ କମାଇଵାକୁ ଚାହୀନ୍ତି । ଅର୍ଥାତ୍ ୧୦,୦୦୦ ଷ୍ଟେପ୍ ଚାଲିବା ଦ୍ୱାରା ସେମାନେ ପ୍ରାୟ ୩୦୦ରୁ ୪୦୦କ୍ୟାଲୋରୀ କମାଇଵେ।  ଆପଣଙ୍କ ଓଜନ, ଉଚ୍ଚତା, ଫିଟନେସ୍ ସ୍ତର, ଗତି ଏବଂ ଆପଣ କେତେ ମାତ୍ରାରେ ଚାଳୁଛନ୍ତି   ଜାିଵା ଆଵଶ୍ୟକ ।

ସୁସ୍ଥ ଶରୀରର ପାଇଁ ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ନିୟମିତ ବ୍ୟାୟାମ କରିବା ଗୁରୁତ୍ୱପୂର୍ଣ୍ଣ । ରୋଗ ନିୟନ୍ତ୍ରଣ ଏବଂ ରୋଗ ପ୍ରତିରୋଧ ଶକ୍ତି ଵଢିଥାଏ । ତେଵେ ପ୍ରତିଦିନ ଚାଳିଵା ଦ୍ଵାରା ଅନେକ ଫାଇଦା ମିଳିଥାଏ । 
ଆମେ ପ୍ରତିଦିନ ଚାଲିଵା ଦ୍ଵରା ଵଢିଯାଇଥିଵା କ୍ୟାଲୋରୀଗୁଡିକର କମିଯିଵା ସହ ସମସ୍ତ ରୋଗରୁ ଦୂରରେ ରହିଵ । ତା ସହ ମେଟାବୋଲିକ୍ କମ ହୋଇଥାଏ । ତେଵେ ଆପଣ ପ୍ରତିଦିନ ଚାଲନ୍ତୁ ନିଜକୁ ସୁସ୍ଥ ରଖନ୍ତୁ । 
 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି