ମେଟ୍ରୋରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କେତେ ରହିଛି
by Argus News
Tue, Nov 07 | 10:33 a.m.

ଅର୍ଗସ ବ୍ୟୁରୋ : ଦିୱାଲୀ ପୂର୍ବରୁ ସରକାର ଦେଲେ ପୂଜା ଭେଟି । କମିଲା ପେଟ୍ରୋଲ ଓ ଡିଜେଲ ଦର । ଆଉ ତେଲ ଦର କମିବା ପରେ ଏବେ ଖାଉଟିଙ୍କ ମଧ୍ୟରେ ଦେଖାଯାଇଛି ଖୁସି । ତେବେ ଓଡିଶାରେ ନୁହେଁ ବରଂ ୟୁପି ସରକାର ତୈଳ ଦର କମାଇଥିବା ନେଇ ଜଣାପଡିଛି ।


ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ୟୁପିର ଗାଜିଆବାଦରେ ପେଟ୍ରୋଲ ଲିଟର ପିଛା ୧୪ ପଇସା ଏବଂ ଡିଜେଲରବି ରେଟ୍‌ କମିବା ପରେ ୮୯.୬୨ଟଙ୍କାରେ ବିକ୍ରି ହେଉଛି । ସେହିପରି ଲକ୍ଷ୍ମୌରେ ପେଟ୍ରୋଲ ୩୨ ପଇସା ହ୍ରାସ ପାଇ ଲିଟର ପିଛା ୯୬.୪୨ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ୩୧ ପଇସା ହ୍ରାସ ପାଇ ଲିଟର ପିଛା ୮୯.୬୨ଟଙ୍କାରେ ବିକ୍ରି ହେଉଛି । 
ଆମେ ସମସ୍ତେ ଜାଣନ୍ତି ବିଶ୍ଵ ବଜାରରେ ଅଶୋଧିତ ତୈଳ ପ୍ରତିଦିନ ପରିବର୍ତ୍ତନ ହୁଏ । ଏବେ ଅଶୋଧିତ ତୈଳ ବ୍ୟାରେଲ ପିଛା ୮୫.୨୭ଡଲାରକୁ ଖସି ଆସିଛି । WTI ର ମୂଲ୍ୟ ମଧ୍ୟ ବ୍ୟାରେଲ ପିଛା ୮୧.୦୪ଡଲାରରେ ଚାଲିଛି |


ତେବେ ଆସନ୍ତୁ ଜାଣିବା ସମସ୍ତ ଚାରୋଟି ମେଟ୍ରୋରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କେତେ ରହିଛି।
ଦିଲ୍ଲୀରେ ପେଟ୍ରୋଲ ୯୬.୬୫ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୮୨ଟଙ୍କା
ମୁମ୍ବାଇରେ ପେଟ୍ରୋଲ ୧୦୬.୩୧ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୭ଟଙ୍କା |
ଚେନ୍ନାଇରେ ପେଟ୍ରୋଲ ୧୦୨.୬୩ଟଙ୍କା ଏବଂ ଲିଟର ପିଛା ଡିଜେଲ ୯୪.୨୪ଟଙ୍କା |
କୋଲକାତାରେ ପେଟ୍ରୋଲ ୧୦୬.୦୩ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୬ଟଙ୍କା |

ଭାରତ ଖବର ଆହୁରି ପଢନ୍ତୁ

MODI
16m ago
ଆଜି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି
ଅର୍ଗସ ବ୍ୟୁରୋ : ପିଏମ୍‌ଙ୍କ ଓଡ଼ିଶା ଗସ୍ତ ନେଇ ଆସିଲା କାର୍ଯ୍ୟସୂଚୀ । ଆଜି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି । ବିମାନବନ୍ଦରରୁ ବିଜେପି କାର୍ଯ୍ୟାଳ
WHATSAPP
24m ago
ହ୍ଵାଟସ୍ଆପ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବ
ଅର୍ଗସ ବ୍ୟୁରୋ: ହ୍ଵାଟସ୍ଆପ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବର ଅଛି । କମ୍ପାନୀ କହିଛି ଯେ ଆପରେ ସୁରକ୍ଷା ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇବ ଏବଂ ଲିଙ୍କ୍ ହୋଇଥିବ
ରାଜନାଥ ସିଂ
29m ago
ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି  ରାଜ୍ୟ ସରକାର ହଜାଇଦେଲେ: ରାଜନାଥ ସିଂ
ସମ୍ବଲପୁର: ନାକ୍‌ଟିଦେଉଳରେ ପୁଣି ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଦୋହରାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କହିଲେ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଏ ସରକା