ଜାଣିଛନ୍ତି କି ଦୁନିଆର ସବୁଠୁ ପୂରୁଣା ହିନ୍ଦୁ ମନ୍ଦିର କେଉଁଠି ଅଛି
by Argus News
Thu, May 09 | 3:43 p.m.

ଅର୍ଗସ ବ୍ୟୁରୋ: ହିନ୍ଦୁ ଧର୍ମ ଅନୁଯାୟୀ ବାର ମାସରେ ତେର ପର୍ବ  ଆସିଥାଏ । କିଛି ପର୍ବ ପର୍ବଣୀ ଆସିଲେ ଆମେ ମାନେ ମନ୍ଦିର ଯାଇଥଉ। ବର୍ତ୍ତମାନ ସବୁ ଜାଗାରେ ଅନେକ ପ୍ରକାରର ମନ୍ଦିର ଅଛି କିନ୍ତୁ ଆପଣ ଜାଣିଛନ୍ତି କି ଦୁନିଆର ସବୁଠୁ ପୂରୁଣା ହିନ୍ଦୁ ମନ୍ଦିର କଉଁଠି ଅଛି । 

ବିହାରର ମାତା ମୁଣ୍ଡେଶ୍ଵରୀଙ୍କ ମନ୍ଦିର ଦୁନିଆର ସବୁଠାରୁ ପୂରାତନ ମନ୍ଦିର ଅଟେ । ମନ୍ଦିରରୁ ମିଳିଥିବା ଏକ ପଥର ଖଣ୍ଡକୁ ଦେଖି ଯାହା ଅନୁମାନ କରାଯାଇଛି ସେହି ପଥରଟି ୩୮୯ ଖ୍ରୀ.ପୂ ପୁରୁଣା ପଥର ।ଏହି ମନ୍ଦିରଟି ବିହାରର  କୋମୁର ଜିଲ୍ଲାରେ ଅବସ୍ତିତ ।

ମିଳିଥିବା ପଥର ଖଣ୍ଡରେ ସଫା ସଫା ଲେଖାଯାଇଛି କି ମନ୍ଦିରରେ ରହିଥିବା ମୂର୍ତ୍ତୀ ଉତ୍ତର ଗୁପ୍ତ ବୋଲି କୁହାଯାଇଛି । ଖାଲି ସେତିକି ନୁହେଁ ଏହି ମନ୍ଦିରରକୁ ବହୁତ ରହସ୍ୟମୟ ମନ୍ଦିର ବୋଲି କୁହାଯାଏ । ଏହି ମନ୍ଦିରର ପରିସର ଭିତରେ ଗୋଟେ ପଚଂମୁଖି ଶିବ ଲିଙ୍ଗ ଅଛି ଯାହାକି ଦିନରେ ୩ଥର ତାର ରଙ୍ଗ ବଦଳାଉଛି । ଆହୁରି ମଧ୍ୟ କୁହାଯାଏ କି ସେଠାରେ ରକ୍ତ ବାହାର ନକରି ବଳି ଦିଆଯାଇଥାଏ । ଖାଲି ସେତିକି ରହସ୍ୟ ନୁହେଁ ସେଠାରେ ଚଣ୍ଡ, ମଣ୍ଡ ନାମକ ଅଶୁର ରହିଥାଏ ଯେଉଁମାନେକି ଲୋକ ମାନଙ୍କର ହିତ କାମନା କରିଥାନ୍ତି । 

ମାତା ଭବାନୀ ପୂଥିବୀ ତାଙ୍କୁ ମାରିବା ପାଇଁ ପାହାଡ ଉପରକୁ ଆସିଥିଲେ ,ସେବେ ଠାରୁ ସେଇ ଜାଗା ମୁଣ୍ଡେଶ୍ଵରୀ ଦେବୀଙ୍କ ନାମରେ ପ୍ରସିଦ୍ଧି ଲାଭ କରିଛି । 
 

ଅଂଶୁଘାତ
4m ago
ଛେଳି ଚରାଇବାକୁ ଯାଇଥିବାବେଳେ ଅଂଶୁଘାତରେ ଟଳିପଡିଲେ...
ସୁବର୍ଣ୍ଣପୁର: ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ବୀରମହାରାଜପୁର ଥାନା କମଲପୁର ଗାଁରେ ଘଟିଛି ଅଘଟଣ । ସୂଚନା ଅନୁସାରେ କମଲପୁର ଗାଁ ର ରତ୍ନାକର ବେରିହା ଛେଳି ଚରାଇବାକ
ମତଦାନ
52m ago
ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ। 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର
ଛତିଶଗଡ କୱର୍ଦ୍ଧାରେ
ଛତିଶଗଡ କୱର୍ଦ୍ଧାରେ ପିକଅପ ଭ୍ୟାନ ଓଲଟିଲା : ୧୮ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୀଷଣ ସଡକ ଦୁର୍ଘଟଣା ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କୁହାଯାଉଛି ଯେ ୨୦ ଫୁଟ ତଳକୁ ଏକ ଖାଇର