ଟ୍ରାଫିକରେ ଅନଲାଇନ୍ ମିଟିଂ...
by Argus News
Fri, Apr 26 | 4:34 p.m.

ବେଙ୍ଗାଲୁରୁ :ବେଙ୍ଗାଲୁରୁ କିଛି ଦିନ ତଳେ ଏକ ଭିଡିଓ ଭାଇରାର ହେଵାରେ ଲାଗିଛି । ଯାହା ସମସ୍ତଙ୍କର ଆକର୍ଷଣରର କେନ୍ଦ୍ରବିନ୍ଦୁ ପାଲଟିଛି । 

ଭିଡିଓରେ ଜଣେ ମହିଳା  ତାଙ୍କ ସ୍କୁଟରରେ ମୋବାଇଲ୍  ଧରି ବସିଥିବାର ନଜର ଆସିଛନ୍ତି ସେଥିରେ ସେ ଫୋନ୍ ସ୍କ୍ରିନରେ ଜୁମ୍ କଲ କରିଛନ୍ତି । ଯେ ମହିଳା ଜଣକ ଏକ ଅନଲାଇନ୍ ମିଟିଂରେ ଅଛନ୍ତି ।ଏହା ପରେ କ୍ୟାମେରାରେ  ଟ୍ରାଫିକ୍ ଆଡକୁ ଛିଡା ହୋଇ ରାସ୍ତାରେ  ଲମ୍ବା ଲାଇନ ଥାଇ ମଧ୍ୟ ସେ ତାଙ୍କ କାମରେ ଵ୍ୟସ୍ତ ରଗିଛନ୍ତି । 

ଏହିପରି  ଭିଡିଓ ଗୁଡିକୁ ଇଣ୍ଟରନେଟରେ ଦେଖିବାକୁ ସମସ୍ତେ ପସନ୍ଦ କରିଛନ୍ତି । ବର୍ତ୍ତମାନ ସେହିପରି ଏକ ଘଟଣାକୁ  ଜଣେ X ବ୍ୟବହାରକାରୀ ସେୟାର କରିଛନ୍ତି ।ଟ୍ରାଫିକିରେ ଅଟକି ରହିଥିବା ଏକ ମହିଳା ଅନଲାଇନ୍ ମିଟିଂରେ ଵ୍ୟସ୍ତ ରହୀିଛନ୍ତି ଏହି ଭିଡିଓଟି ଅନେକ ସୋସିଆଲ୍ ମିଡିଆ ବ୍ୟବହାର କରୁଥିଵା ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି । 

ଏହି ଭିଡିଓଟିକୁ ଦୋଖିଵା ପରେ ଅନେକ ଲୋକ ଅନେକ ପ୍ରକାରର ମତା ମତ ରଖିଇଛନ୍ତି । ତାହାଵ୍ୟତୀତ ଵହୁତ କମ ସମୟ ଭତରେ ଅନେକ ଲେକ ଦୋଖିଛନ୍ତି ।    

ଅଧିକ ପଢନ୍ତୁ ଭାରତ ଖବର 

ଦୀର୍ଘ ୧୪ ଦିନ ପରେ
3m ago
ଦୀର୍ଘ ୧୪ ଦିନ ପରେ ବାହାରିନରୁ ଆସିଲା ଦାଦନ ଶ୍ରମିକଙ୍କ ମୃତ ଶରୀର
ଅର୍ଗସ ବ୍ୟୁରୋ: ଓଡିଶାରେ ରୋଜଗାର ପାଇଁ କୌଣସି କାମଧନ୍ଦା ନ ପାଇ ପରିବାର ପ୍ରତିପୋଷଣ ଓ ଅଧିକ ଅର୍ଥ ଉପାର୍ଜନ କରିବା ସକାଶେ ନିଜର ଭିଟାମାଟି ଓ ଆତ୍ମୀୟ ସ୍ବଜନଙ୍କୁ ଛାଡି କାମ କରିବାକୁ ଲୋ
NAYAK 2
25m ago
ଅନିଲ ଏବଂ ରାନୀ ମୁଖାର୍ଜୀ ଯୋଡି ଆଉ ଥରେ ନାୟକରେ ନଜର ଆସିବେ
ଅର୍ଗସ ବ୍ୟୁରୋ: ୨୦୦୧ ରେ ମୁକ୍ତିଲାଭ କରିଥିବା ଅନିଲ କପୁର ଓ ରାନୀ ମୁଖାର୍ଜୀଙ୍କ ଫିଲ୍ମ ନାୟକକୁ ସମସ୍ତେ ଭଲ ପାଉଥିଲେ। ଏହି ଚଳଚ୍ଚିତ୍ରରେ ଅନିଲ କପୁରଙ୍କ ଅଭିନୟକୁ ବହୁତ ପ୍ରଶଂସ
SAMEER DAS
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହେଲେ ସମୀର ଦାଶ
ଅର୍ଗସ ବ୍ୟୁରୋ: ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମୀର ଦାଶ। ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ବିଜେଡି ଛାଡିଥିଲେ