କାହିଁକି ହୁଏ T.B ? ଟିକିଏ ଅସାବଧାନ ହେଲେ ଯାଇପାରେ ଜୀବନ !
by Argus News
Sun, Mar 24 | 4:06 p.m.

ଅର୍ଗସ ବ୍ୟୁରୋ: ଆଜି ଵିଶ୍ଵ ଟିଵି ଦିଵସ । ଏହି ରୋଗଟି ଏକ ସଂକ୍ରମଣ ରୋଗ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ ଏହାକୁ କିପରି ଭାଵରେ ରୋକିପାରିଵା ତାହା ପାଇଁ ସଚେତନ ନିହାତି ଆଵଶ୍ୟକ।  ଟିଵି ରୋଗଟି  ଜଣେ ଵ୍ୟକ୍ତି ଠାରୁ ଅନ୍ୟ ଜଣେ ଵ୍ୟକ୍ତିଙ୍କ ପାଖକୁ କିପରି ଭାଵରେ ଵ୍ୟାପିଥାଏ।   

ଏହି ରୋଗରେ ସାଧାରଣତଃ ପ୍ରଥମେ ଆପଣଙ୍କ ଫୁସଫୁସକୁ ଆକ୍ରମଣ କରିଥାଏ । ଖାଲି ଫୁସଫୁସ ନୁହେଁ ଵରଂ ଏହା  ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ବ୍ୟାପିପାରେ ଯେପରିକି  ମସ୍ତିଷ୍କ ଏବଂ ମେରୁଦଣ୍ଡରେ ଵି ମଧ୍ୟ । କହିଵାକୁ ଗଲେ ମାଇକ୍ରୋବ୍ୟାକ୍ଟେରିୟମ୍ ଯକ୍ଷ୍ମା ନାମକ ଏକ ପ୍ରକାର ଜୀବାଣୁ  । ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ଏହି  ଜୀବାଣୁ ଶୀଘ୍ର ଆକ୍ରାନ୍ତ ହୋଇଥାଏ ।   ଏହି ରୋଗ କିପରି ବ୍ୟାପିଥାଏ ଏବଂ ଏହା କେଉଁଠାରୁ ଆରମ୍ଭ ହୁଏ ଆସନ୍ତୁ ଜାଣିଵା । 

ଯକ୍ଷ୍ମା କିପରି ବ୍ୟକ୍ତିଠାରୁ ଅନ୍ୟକୁ ବ୍ୟାପିଥାଏ :-


ମାଇକୋବ୍ୟାକ୍ଟେରିୟମ୍ ଯକ୍ଷ୍ମା ଏକ ସଂକ୍ରାମକ ଜୀବାଣୁ । ଏହା ମୁଖ୍ୟତଃ  ଫୁସଫୁସକୁ ପ୍ରଭାବିତ କରିଵା ସହ  ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ ।  ଯେତେବେଳେ ସଂକ୍ରମିତ ବ୍ୟକ୍ତି କାଶ, ଛିଙ୍କି  କିମ୍ବା କଥାବାର୍ତ୍ତା ଦ୍ଵାରା ଜୀବାଣୁ ଜଣଙ୍କ ଠାରୁ ଅନ୍ୟ ଜଣକୁ ଵ୍ୟାପିଥାଏ ।


ଟିଭି କିପରି ଆରମ୍ଭ ହେବ :-


ଟିଵି ସାଧାରଣତ ପ୍ରଥମେ ଅଧିକ ଚିନ୍ତା କଲେ ଆରମ୍ଭ ହୁଏ । ଯେତେବେଳେ ଜଣେ ବ୍ୟକ୍ତି ଜୀବାଣୁ ସଂସ୍ପର୍ଶରେ ଆସେ ଏବଂ ତାହା ଫୁସଫୁସରେ ପହଞ୍ଚେ । ଯଦି ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ  ଜୀବାଣୁ ଵଢିଵାରେ ଲାଗି  ଯକ୍ଷ୍ମା ରୋଗ ସୃଷ୍ଟି କରନ୍ତି  । ପ୍ରଥମେ କାଶ ରେ ରକ୍ତ ପଡିଵା ,ଛିଙ୍କ ଏବଂ ଛାତି ଯନ୍ତ୍ରଣା, ଥକ୍କା ଲାଗିଵା ଜ୍ୱର ଏବଂ ଓଜନ କମିଵାରେ ଲାଗିଵ ।  


ଯକ୍ଷ୍ମା ରୋଗକୁ ପ୍ରଥମେ ଚିହ୍ନଟ କରିବା ଜରୁରୀ ଅଟେ।  ଏହାର ଲକ୍ଷଣ ଯେତେ ଶୀଘ୍ର ଚିହ୍ନଟ କରି ହେଵ  ରୋଗୀ ସେତେ  ଶୀଘ୍ର ଚିହ୍ନଟ ହେବ ଏବଂ ଚିକିତ୍ସା ଆରମ୍ଭ ହେବ ।ଏହାକୁ ବ୍ୟାପିବାରେ ରୋକିବାରେ ସମର୍ଥ ହେବୁ। ଏହି ଉପାୟରେ ଆମେ ଏହି ରୋଗ ବ୍ୟାପିବାରୁ ରୋକିପାରିଵା ।

SHREE MANDIR
ଅନ୍ଧାରରେ ଶ୍ରୀମନ୍ଦିର, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା
AAP LEADER
ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି
ଅର୍ଗସ ବ୍ୟୁରୋ : ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ମାମଲାରେ ଗିରଫ ସିସୋଦିଆଙ୍କ ଜେଲ୍ ଅବଧି ମେ ୨୧ ଯାଏ ବୃଦ୍ଧି କରିଛନ୍ତି କୋର୍ଟ
BJP
ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ
ଅର୍ଗସ ବ୍ୟୁରୋ : ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାର