କୁସ୍ତି ଯୋଦ୍ଧା ନିଖତ ଜରୀନ,ତେଲେଙ୍ଗାନା ପୋଲିସରେ DSP ନିଯୁକ୍ତ
by Argus News
Fri, Sep 20 | 6:33 p.m.

ଅର୍ଗସ ବ୍ୟୁରୋ:କୁସ୍ତି ଯୋଦ୍ଧା ନିଖତ ଜରୀନଙ୍କୁ ମିଳିଛି ବଡ଼ ଦାୟିତ୍ୱ।ସେ ତେଲେଙ୍ଗାନା ପୋଲିସରେ DSP ଭାବେ ନିଯୁକ୍ତି ପାଇଛନ୍ତି। ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି ବିଶ୍ୱ ଚମ୍ପିଆନ୍ ବକ୍ସର ଜଣଙ୍କ। ସେ ପ୍ୟାରିସ୍ ଅଲମ୍ପିକ୍ସ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରିଥିଲେ,ତେଲେଙ୍ଗାନାର ପୋଲିସ ମହାନିର୍ଦ୍ଦେଶକ ଜିତେନ୍ଦ୍ରଙ୍କୁ ନିଜ ନିଯୁକ୍ତି ପତ୍ର ହସ୍ତାନ୍ତର କରିଛନ୍ତି । ନିଖତଙ୍କୁ ଡିଏସପି ଭାବରେ ନିଯୁକ୍ତ କରିବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । କମନୱେଲ୍‌ଥ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଏବଂ ଏସୀୟ ଗେମ୍ସରେ କାଂସ୍ୟ ପଦକ ଜିତିଛନ୍ତି,ଦୁଇ ଥର ବିଶ୍ୱ କୁସ୍ତିଯୋଦ୍ଧା ଚମ୍ପିଆନ୍ ରହିସାରିଛନ୍ତି  ନିଖତ। ଡିଜିପି ଏକ୍ସରେ ଏକ ପୋଷ୍ଟ କରି ତାଙ୍କୁ ବଧେଇ ଜଣାଇଛନ୍ତି ଆମେ ଦୁଇ ଥର ବିଶ୍ୱ ଚମ୍ପିଆନ୍ ଏବଂ ଅଲିମ୍ପିକ ଆଥଲେଟ୍ ନିଖତ ଜରୀନଙ୍କୁ ଗର୍ବର ସହ ସ୍ୱାଗତ କରୁଛୁ ବୋଲି ଲେଖିଛନ୍ତି। ଫଳରେ ବିଭିନ୍ନ ମହଲରୁ ନିଖତ ଜରୀନଙ୍କୁ ଛୁଟିଛି ଶୁଭେଛାର ସୁଅ 

ତିରୁପତି ଲଡୁ ବିବାଦ
32m ago
କୋଟି କୋଟି ହିନ୍ଦୁଙ୍କ ଆସ୍ଥା ସହ ସାଂଘାତିକ ଖେଳ
ଅର୍ଗସ ବ୍ୟୁରୋ: ସୁପ୍ରିମକୋର୍ଟରେ ପହଞ୍ଚିଛି ତିରୁପତି ଲଡୁ ବିବାଦ । ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ବିରୋଧରେ NSA ଲଗାଇବାକୁ ବଢୁଛି ଦାବି । ଅଭିଯୋଗରୁ ବର୍ତ୍ତିବାକ
ଶିମିଳିପାଳ
40m ago
ଶିମିଳିପାଳ ଅଭୟାରଣ୍ୟରୁ ୩ଶିକାରୀ ଗିରଫ
ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟ କୋର ଅଂଚଳରେ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ବନକର୍ମଚାରୀମାନେ ମିଳିତ ପେଟ୍ରୋଲିଂ ସମୟରେ ୩ ଶିକାରୀକୁ ଧରିଛନ୍ତି । ସେମାନେ ହେଲେ ମହୁଲଡିହା ଥାନ
SWAAD ODISHA
57m ago
ଆସୁଛି ସ୍ଵାଦ-ଓଡ଼ିଶା ସିଜିନ- ୩ : ଏମିତି କରନ୍ତୁ ରେଜିଷ୍ଟ୍ରେସନ୍‌
ଅର୍ଗସ ବ୍ୟୁରୋ: ଆରମ୍ଭ ହୋଇଗଲାଣି ସ୍ଵାଦ ଓଡ଼ିଶା ସିଜିନ୍‌-୩ର ରେଜିଷ୍ଟ୍ରେସନ । ଏବେ ହିଁ ରେଜିଷ୍ଟ୍ରେସନ କରନ୍ତୁ ଓ ଆକର୍ଷଣୀୟ ପୁରସ୍କାର ପାଆନ୍ତୁ । କାରଣ ଓଡ଼ିଶାରେ ପ୍ରଥମଥର ପାଇ