ବିଳମ୍ବରେ ପିଲା ଜନ୍ମ କରିବା ଯୋଗୁ ସୃଷ୍ଟି ହୁଏ ଏହି ସମସ୍ୟା
by Argus News
Sat, May 04 | 2:35 p.m.

ନୂଆଦିଲ୍ଲୀ:  ଗର୍ଭଧାରଣ ପାଇଁ ଉପଯୁକ୍ତ ବୟସ କ’ଣ?  ଏହା ନିହାତି ଜାଣିବା ଦରକାର।  ବିଳମ୍ବରେ ପିଲା କନ୍‌ସିପ  କରିବା ଦ୍ୱାରା ହୋଇପାରେ ସମସ୍ୟା। ୨୦୨୦ରେ  ଅଫିସ୍‌ ଫର  ନ୍ୟାସନାଲ  ଷ୍ଟେଟିକ୍ସ ରେ ଏକ ଷ୍ଟଡି ପ୍ରକାଶିତ ହୋଇଥିଲା।  ଏହି ଷ୍ଟଡି ଅନୁସାରେ  ବିଳମ୍ବରେ  ଗର୍ଭଧାରଣ କରିବାର ଧାରା ବଢିବାରେ ଲାଗିଛି। 
 

୩୫ ବର୍ଷ ବୟସ ଗର୍ଭଧାରଣ ପାଇଁ ଉପଯୁକ୍ତ ବୟସ  

ଅଧିକାଂଶ  ଡାକ୍ତରଙ୍କ କହିବାନୁଯାୟୀ  ମହିଳାଙ୍କ ଗର୍ଭଧାରଣ କରିବାର ପାଇଁ ୩୫ ବର୍ଷ ବୟସ ପର୍ଯ୍ୟନ୍ତ  ସବୁଠାରୁ ଉପଯକ୍ତ ବୟସ।   ମହିଳାଙ୍କୁ  ୩୫ ବର୍ଷ ବୟସ ପରେ  ମଧ୍ୟ ଏହି ପ୍ରକ୍ରିୟାରେ  କିଛି ଅଧିକ ସମସ୍ୟା ହୋଇନଥାଏ।  ସେହିପରି ଅନେକ ମହିଳାଙ୍କୁ  ଏହି ବୟସ  ପରେ ଗର୍ଭଧାରଣରେ ସମସ୍ୟା ଉପୁଜିଥାଏ।  ଏଥିସହିତ ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେବାର  ବିପଦ ବଢିଯାଇଥାଏ। 

୩୫ ପରେ  ଗର୍ଭଧାରଣରେ  ଅନେକ ରିସ୍କ ପ୍ୟାକ୍ଟର୍ସ 

ନର୍ଚର  ଆଇବିଏଫ  ହସ୍ପିଟାଲର ଡିପାର୍ଟମେଣ୍ଟ ଅଫ ୟୁରୋଲଜିର ସିନିୟର  ପରାମର୍ଶଦାତା  ଡା. ଶ୍ରୀହର୍ଷା ହଥିରାନା ଙ୍କ କହିବନୁଯାୟୀ  ମାଙ୍କ ସହ ପିତାଙ୍କ ବୟସ ହେବାକୁ ଥିବା ପିଲା ଉପରେ ପ୍ରଭାବ ପକାଇଥାଏ।  ଯଦି  ପିତାଙ୍କ ବୟସ  ତେବେ ପିଲା ଉପରେ  ମାର୍ଫନ୍ସ ସିଣ୍ଡ୍ରୋମର  ବିପଦ  ବଢିଯାଇଥାଏ।   
ଅଧିକ ପଢନ୍ତୁ  ଭାରତ ଖବର 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ