ବନ୍ଦେ ଭାରତ ପରେ ଏବେ ଅମୃତ ଭାରତ ଟ୍ରେନ ହେବ ଚଳାଚଳ
by Argus News
Tue, Dec 26 | 7:21 a.m.

ଅର୍ଗସ ବ୍ୟୁରୋ:  ବନ୍ଦେ ଭାରତ ପରେ ଏବେ ଅମୃତ ଭାରତ। ଦେଶରେ ସେମି ହାଇସ୍ପିଡ ଟ୍ରେନ ବନ୍ଦେ ଭାରତ ଚଳାଚଳ କରିବା ପରେ ଏବେ ସୁପରଫାଷ୍ଟ ଅମୃତଭାରତ ଟ୍ରେନ ଚଳାଚଳ କରିବା ପାଇଁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 30 ତାରିଖରେ ଏହାର ଶୁଭ ଉଦଘାଟନ କରିବାକୁ ଯାଉଛନ୍ତି। ପ୍ରଥମ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଦିଲ୍ଲୀରୁ ଅଯୋଧ୍ୟା ଦେଇ ଦରଭଙ୍ଗା ଚଳାଚଳ କରିବ। ସେହିପରି ଦ୍ବିତୀୟ ଟ୍ରେନ ଟି ମାଲଦାରୁ ବାଙ୍ଗାଲୋର ଚାଲିବ। ପ୍ରଧାମନ୍ତ୍ରୀ ଏହି ଦୁଇ ଟ୍ରେନ ର ଶୁଭାରମ୍ଭ କରିବା ସହ ଆଉ 6ଟି ନୂଆ ଟ୍ରେନ ର ଶୁଭାରମ୍ଭ କରିବେ ।

ଅଧିକ ପଢ଼ନ୍ତୁ ଦେଶ ଖବର:

LOK SABHA POLLS
11m ago
ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ : ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ । ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ହେବ ଭୋଟଗ୍ରହଣ । ଉତ୍ତରପ୍ରଦେଶର ୧୪ ସିଟ୍, ମହାରାଷ୍ଟ୍ର ୧୩ଟି ସିଟ୍
ଆଜି ଓଡ଼ିଶାରେ ଦ୍ବିତୀୟ
17m ago
ଆଜି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ : ଆଜି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଆଜି ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ୩୫ ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଛି ଭୋଟି
HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ