Videos
|
argusnews

ଦିନ ୧୧ଟା ହେଉଣୁ ବଢୁଛି ଖରାର ପ୍ରକୋପ

Ritu Das
Browse all articles by Ritu Das
·2 years ago
ଦିନ ୧୧ଟା ହେଉଣୁ ବଢୁଛି ଖରାର ପ୍ରକୋପ

ଅର୍ଗସ ବ୍ୟୁରୋ: ବଢୁଛି ପାରଦ , ବଢୁଛି ତାତି। ଦିନ ୧୧ ଟା ହେଉଣୁ ବଢୁଛି ଖରାର ପ୍ରକୋପ। ଏମିତିକି ବାହାରକୁ ବାହାରିବା ହେଉଛି ମୁସ୍କିଲ। ଗତକାଲି ପ୍ରଥମ ଥର ପାଇଁ ରାଜ୍ୟରେ 39ଡ଼ିଗ୍ରୀ ଅତିକ୍ରମ କରିଛି ଦିନ ତାପମାତ୍ରା। 

ବୌଦ୍ଧରେ ସର୍ବୋଚ୍ଚ ଦିନ ତାପମାତ୍ରା 39.5 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭବାନୀପାଟଣା ରେ ସର୍ବୋଚ୍ଚ ଦିନ ତାପମାତ୍ରା 39.4 ଡିଗ୍ରୀ ରେକର୍ଡ କରାଯାଇଥିଲା। ଆଜି ମଧ୍ୟ ତାତି ବଢିବ। ଆସନ୍ତା କାଲିଠୁ ଟିକିଏ ତାପମାତ୍ରା ହ୍ରାସ ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଅଧିକ ପଢ଼ନ୍ତୁ ପାଣିପାଗ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
At the day 11 am | Argus News