|
logo
Live

Argus News - ପୁଣି ଅରୁଣ ସାହୁଙ୍କୁ ଟିକେଟ ଦେଲେ ବିଜେଡି ସୁପ୍ରିମୋ

argusnews

ପୁଣି ଅରୁଣ ସାହୁଙ୍କୁ ଟିକେଟ ଦେଲେ ବିଜେଡି ସୁପ୍ରିମୋ

Swayangprajna Mishra
Browse all articles by Swayangprajna Mishra
·2 years ago
ପୁଣି ଅରୁଣ ସାହୁଙ୍କୁ ଟିକେଟ  ଦେଲେ ବିଜେଡି ସୁପ୍ରିମୋ

ନୟାଗଡ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଅରୁଣ ସାହୁଙ୍କୁ ନୟାଗଡ଼ ବିଧାନସଭା ଆସନ ପାଇଁ ଟିକେଟ ଦେଇଛନ୍ତି l ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ କୃତଜ୍ଞତା ଜଣାଇଛନ୍ତି ଅରୁଣ ସାହୁ l ଏ ନେଇ ନୟାଗଡ଼ ବିଜେଡ଼ି କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି l ଅରୁଣ ସାହୁ 2004ରୁ ଲଗାତାର ଭାବରେ ନୟାଗଡ଼ରୁ ଜିତି ଆସୁଛନ୍ତି l

ଅଧିକ ପଢନ୍ତୁ : 

ବିଭିନ୍ନ ବିଭାଗରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି l ନୟାଗଡ଼ ବିକାଶର ମହାପର୍ବ ଜାରି ରହିବ ବୋଲି ସେ କହିଛନ୍ତି l ବିଜେଡ଼ି କର୍ମୀ ବାଣ ଫୁଟାଇ ସେଲିବ୍ରେସନ ଆରମ୍ଭ କରିଛନ୍ତି l ବିରୋଧୀ ବିରୋଧକୁ ଆଜି ବିଜେଡ଼ି ସୁଦୃଢ ହୋଇଥିବା କହିଛନ୍ତି l 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପୁଣି ଅରୁଣ ସାହୁଙ୍କୁ ଟିକେଟ ଦେଲେ ବିଜେଡି ସୁପ୍ରିମୋ | Argus News