Videos
|
S
ସ୍ଟାଫ ରିପୋର୍ଟର · ଅର୍ଗସ ନ୍ୟୁଜ

Swayangprajna Mishra

1609
ଆର୍ଟିକିଲ୍
13
ବିଷୟ

ସମସ୍ତ ଆର୍ଟିକିଲ୍

1609 ଟି ମଧ୍ୟରୁ 12
ବିକଶିତ ଭାରତର ପ୍ରଥମ ସୋପାନ ମାତୃଭାଷା
National

ବିକଶିତ ଭାରତର ପ୍ରଥମ ସୋପାନ ମାତୃଭାଷା

ଫିଚର୍ଡ
ଯୁବତୀଙ୍କୁ ହତ୍ୟା ଘଟଣା , ହତ୍ୟାକାରୀକୁ ଧରିଲା AI କ୍ୟାମେରା
Odisha

ଯୁବତୀଙ୍କୁ ହତ୍ୟା ଘଟଣା , ହତ୍ୟାକାରୀକୁ ଧରିଲା AI କ୍ୟାମେରା

ହତ୍ୟାକାରୀକୁ ଧରିଲା ଏଆଇ କ୍ୟାମେରା । ସୁନ୍ଦରଗଡ ଜିଲ୍ଲା ଧାରୁଆଡିହି ଥାନା ଅଂଚଳରେ ଯୁବତୀଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତକୁ ଏଆଇ କ୍ୟାମେରା ସାହାଯ୍ୟରେ ଧରାଯାଇଛି ।

1y ago
ବିଳମ୍ବିତ ରାତିରେ ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ
Odisha

ବିଳମ୍ବିତ ରାତିରେ ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ଗର୍ଭବତୀଙ୍କୁ ହତ୍ୟା କଲେ ଲୁଟେରା । ବିଳମ୍ବିତ ରାତିରେ ଲୁଟ୍ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ । ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପଲିରେ ଘଟିଛି ଅଘଟଣ । ଦୃର୍ବୃତ୍ତମାନେ ଲୁଟ୍ ପାଇଁ ଘରକୁ ପଶିବା ବେଳେ ମହିଳା ବିରୋଧ କରିଥିଲେ  ।

1y ago
ଆଜି ମାଣବସା ଶେଷ ଗୁରୁବାର , ଦେବୀ ମା’ ଲକ୍ଷ୍ମୀଙ୍କ ଚାଲିଛି ପୂଜାର୍ଚ୍ଚନା
Devotion

ଆଜି ମାଣବସା ଶେଷ ଗୁରୁବାର , ଦେବୀ ମା’ ଲକ୍ଷ୍ମୀଙ୍କ ଚାଲିଛି ପୂଜାର୍ଚ୍ଚନା

ଆଜି ମାଣବସା ଶେଷ ଗୁରୁବାର। ଉତ୍ସବମୁଖର ହୋଇଛି ଓଡ଼ିଶାର ଗାଁରୁ ସହର। ଆଜିର ଦିନରେ ଘରେ ଘରେ ଧାନ ମେଣ୍ଟାକୁ ସୁସଜ୍ଜିତ କରି ଧନଧାନ୍ୟର ଦେବୀ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଉଛି।

1y ago
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଦୃଢ଼ ବିରୋଧ
National

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଦୃଢ଼ ବିରୋଧ

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ । ଢାକା ସ୍ଥିତ ଭାରତ ହାଇକମିଶନରଙ୍କ ଚେତାବନୀ ପରେ ବି ବଦଳିନି ସ୍ଥିତି । ଖୋଦ୍ ବାଂଲାଦେଶ ସରକାରଙ୍କ ରିପୋର୍ଟ ଅନୁସାରେ ଅଗଷ୍ଟ 5ରୁ ଅକ୍ଟୋବର 22 ମଧ୍ୟରେ 88ଟି ସ୍ଥାନରେ ହୋଇଛି ହିନ୍ଦୁଙ୍କ ଉପରେ ଆକ୍ରମଣ ।

1y ago
ମୋଦିଙ୍କୁ ଭେଟିଲେ କପୁର୍ ପରିବାର , ରାଜ୍ କପୁର୍‌ଙ୍କ ଜନ୍ମବାର୍ଷିକି ପାଇଁ ଦେଲେ ନିମନ୍ତ୍ରଣ
Entertainment

ମୋଦିଙ୍କୁ ଭେଟିଲେ କପୁର୍ ପରିବାର , ରାଜ୍ କପୁର୍‌ଙ୍କ ଜନ୍ମବାର୍ଷିକି ପାଇଁ ଦେଲେ ନିମନ୍ତ୍ରଣ

ମୋଦିଙ୍କୁ ଭେଟିଲେ କପୁର ଫ୍ୟାମିଲି। ଅଭିନେତା ରାଜ କପୁରଙ୍କ ଶହେ ତମ ଜୟନ୍ତୀରେ ଆୟୋଜିତ ହେବାକୁ ଯାଉଛି ଚଳଚ୍ଚିତ୍ର ମହୋତ୍ସବ ।

1y ago
ADVERTISEMENT
ଅଲ୍ଲୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ସିଦ୍ଧାର୍ଥ
Entertainment

ଅଲ୍ଲୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ସିଦ୍ଧାର୍ଥ

"ପୁଷ୍ପା ୨ ଫିଲ୍ମରେ କ୍ବାଲିଟି ନାହିଁ " । ଏପରି କହି ଚର୍ଚ୍ଚାକୁ ଆସିଛନ୍ତି ସାଉଥ ସୁପରଷ୍ଟାର ସିଦ୍ଧାର୍ଥ ନାରାୟଣ । ପୁଷ୍ପା ୨ ରିଲିଜ ହେବା ପରଠୁ ବକ୍ସ ଅଫିସରେ ତାର ଜବରଦସ୍ତ ପଫୋମାନ୍ସ ଦେଖାଇସାରିଛି ।

1y ago
୧୧୦ ବର୍ଷରେ ପ୍ରାଣତ୍ୟାଗ କଲେ ଶତାୟୁ ବାବା ସିୟାରାମ
National

୧୧୦ ବର୍ଷରେ ପ୍ରାଣତ୍ୟାଗ କଲେ ଶତାୟୁ ବାବା ସିୟାରାମ

୧୧୦ ବର୍ଷରେ ପ୍ରାଣତ୍ୟାଗ କଲେ ଶତାୟୁ ବାବା ସିୟାରାମ । ବାବାଙ୍କ ଖ୍ୟାତି ଏତେ ଅଧିକ ଥିଲା ଯେ, ସଭିଙ୍କୁ ବେଶ ବିଚଳିତ କରିଛି ବାବାଙ୍କ ନିଧନ । ଆଜି ସକାଳ ୬.୧୦ ମିନିଟ ସମୟରେ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା ।

1y ago