Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଘନକୁହୁଡି ଯୋଗୁଁ ଅସ୍ତବ୍ୟସ୍ତ ଜୀବନ

argusnews

ଘନକୁହୁଡି ଯୋଗୁଁ ଅସ୍ତବ୍ୟସ୍ତ ଜୀବନ

Ritu Das
Browse all articles by Ritu Das
·2 years ago
ଘନକୁହୁଡି ଯୋଗୁଁ ଅସ୍ତବ୍ୟସ୍ତ ଜୀବନ

ଅର୍ଗସ ବ୍ୟୁରୋ: କିଛିଦିନ ପାଣିପାଗର ପରିବର୍ତ୍ତନ ଯୋଗୁ ଚାରିଆଡେ ରାତି ୧୧ଟା ପରେ ଘନକୁହୁଡ଼ି ଛାଇଯାଉଥିବାର ପରିଲକ୍ଷିତ ହେଉଛି । ଆଜି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ଘନ କୁହୁଡି ଯୋଗୁଁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଏଭଳି କୁହୁଡ଼ି ହେଲେ ଦୁର୍ଘଟଣା ଘଟିବାର ସମ୍ଭାବନା ବି ରହିଛି। 

ଲୋକେ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସକାଳ ଆଠଟା ଯାଏଁ ଘନ କୁହୁଡ଼ିର ଆସ୍ତରଣ ଥିବାରୁ ଲୋକେ ପ୍ରାତଃଭ୍ରମଣ ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଯାଇ ପାରୁନାହାନ୍ତି।

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
due to heavy fogg | Argus News