କାଲିଠୁ ବଦଳିବ ପାଗ, ବଢିବ ତାତି
·2 years ago
ଅର୍ଗସ ବ୍ୟୁରୋ : ଆସନ୍ତାକାଲିଠାରୁ ରାଜ୍ୟରେ ପାଗ ବଦଳିବା ସମ୍ଭାବନା ରହିଛି । କାଲିଠୁ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ କହିଲା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । 24 ତାରିଖ ପର୍ଯ୍ୟନ୍ତ ଦିନର ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି ।ଦିନ ତାପମାତ୍ରା 8ରୁ 10 ଡିଗ୍ରୀ ବଢ଼ିବା ନେଇ ପାଣିପାଗ ବିଭାଗର ସୂଚନା ରହିଛି ।
ଅଧିକ ପଢନ୍ତୁ : ପ୍ରବଳ ବର୍ଷାରେ ଭିଜିଲା ଟ୍ଵିନ ସିଟି: ୯ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
ତେବେ ଗତ ଦୁଇଦିନ ହେବ ବଙ୍ଗୋପ ସାଗରରେ ଗୁରୁଚାପ ବଳୟ ଲାଗିରଥିବାରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଦୁଇ ଦିନ ଧରି ଅଦନିଆ ବର୍ଷା ଲାଗି ରହିଛି । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନେକ ଫସଲ ନଷ୍ଟ ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: