ଅସ୍ତବ୍ୟସ୍ତ ଲୋକେ , ଜି. ଉଦୟଗିରିରେ ୫ଡିଗ୍ରୀକୁ ଖସି ଆସିଛି ତାପମାତ୍ରା
·2 years ago

ଅର୍ଗସ ବ୍ୟୁରୋ : ହାଡ଼ ଥରାଇ ଦେଉଛି ଜାଡ଼ । ରାଜ୍ୟରେ ଶୀତର ଲହର ଜାରି ରହିଥିବା ବେଳେ ଦାରିଙ୍ଗବାଡ଼ିରେ ବି ଅନୁଭୁତ ହେଉଛି ପ୍ରବଳ ଥଣ୍ଡା । ଦାରିଙ୍ଗବାଡ଼ି ଅଂଚଳରେ ତୁଷାରପାତ ମଧ୍ୟ ଦେଖିବାକୁ ମିଳିଛି । ସେହିଭଳି ଜି. ଉଦୟଗିରି ରେ ତାପମାତ୍ରା ୫ଡିଗ୍ରୀ କୁ ଖସି ଆସିଛି ।
ଅଧିକ ପଢନ୍ତୁ : ଦାରିଙ୍ଗବାଡ଼ିରେ ପ୍ରଥମ ତୁଷାରପାତ : ଜନଜୀବନ ଅସ୍ତବ୍ୟସ୍ତ
ଯାହାଫଳରେ ଲୋକେ ଅସ୍ତବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଛି। କାଲି ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ ରହିଥିବା ଆଜି ୫ଡିଗ୍ରୀ କୁ ଖସି ଆସିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: