Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

୨୮ ତାରିଖ ଯାଏ ରାଜ୍ୟରେ ଲାଗି ରହିବ ବର୍ଷାର ପ୍ରଭାବ

Swayangprajna Mishra
Browse all articles by Swayangprajna Mishra
·1 year ago
୨୮ ତାରିଖ ଯାଏ ରାଜ୍ୟରେ ଲାଗି ରହିବ ବର୍ଷାର ପ୍ରଭାବ

ଅର୍ଗସ ବ୍ୟୁରୋ : ୨୮ ତାରିଖ ଯାଏ ରାଜ୍ୟରେ ଲାଗି ରହିବ ବର୍ଷାର ପ୍ରଭାବ । କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଟ୍ବିନ ସିଟି ସମେତ ଅନେକ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି । ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।

ଅଧିକ ପଢନ୍ତୁ : ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି

ଆଗାମୀ ୩ ଦିନ ଅର୍ଥାତ୍ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସପ୍ତାହେ ପର୍ଯ୍ୟନ୍ତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The effects of rain will continue in the state till 28th | Argus News