ପାଣିପାଗ କେନ୍ଦ୍ର କହିଲା ଏଯାଏଁ ହୋଇନାହିଁ ବାତ୍ୟା ଆକଳନ
·1 year ago

ଅର୍ଗସ ବ୍ୟୁରୋ: ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ । ପାଣିପାଗ କେନ୍ଦ୍ର କହିଲା ଏଯାଏଁ ହୋଇନାହିଁ ବାତ୍ୟା ଆକଳନ । 20 ତାରିଖ ବେଳକୁ ଘୂର୍ଣ୍ଣିବଳୟ ସମ୍ଭାବନା । 22ରେ ଲଘୁଚାପ ଓ 24ରେ ନେଇପାରେ ଅବପାତର ରୂପ । 23 ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ବିଭିନ୍ନ ବିଦେଶୀ ମଡେଲଙ୍କ ଆକଳନ, ଓଡ଼ିଶା ମୁହାଁ ହେବ ବାତ୍ୟା ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: