Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟରେ ବଦଳିଲା ପାଗ, ଖସିଲା ପାରଦ

argusnews

ରାଜ୍ୟରେ ବଦଳିଲା ପାଗ, ଖସିଲା ପାରଦ

Ritu Das
Browse all articles by Ritu Das
·2 years ago
ରାଜ୍ୟରେ ବଦଳିଲା ପାଗ, ଖସିଲା ପାରଦ

ଅର୍ଗସ ବ୍ୟୁରୋ: ରାଜ୍ୟରେ ବଦଳିଲା ପାଗ, ଖସିଲା ପାରଦ। ସ୍ବାଭାବିକ ହେଲା ତାପମାତ୍ରା । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସିଛି । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟ ମଧ୍ୟକୁ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। 

ଏହି ବାୟୁ ଚଳାଚଳ ପ୍ରଭାବରେ ଉପକୂଳ ଓଡ଼ିଶାରେ କୋହଲା ପାଗ । ଆଜି ପାଗ ଶୁଖିଲା ରହିବା ସହ ଦକ୍ଷିଣ ଉପକୂଳର କିଛି ସ୍ଥାନରେ ଦେଖାଦେଇଛି କୁହୁଡି । ଆସନ୍ତାକାଲିଠୁ ମେଘୁଆ ପାଗ ଓଡିଶାରେ ଲାଗି ରହିବ। ୧୧ ତାରିଖରେ ଉତ୍ତର ଆଭ୍ୟନ୍ତରଣ ଓଡ଼ିଶାର ପାର୍ଶ୍ବବର୍ତ୍ତି ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଅଧିକ ପଢ଼ନ୍ତୁ ପାଣିପାଗ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The weather has changed | Argus News