Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ ଧମକ ଦେଇଥିବା ଯୁବକ ଚିହ୍ନଟ

Swayangprajna Mishra
Browse all articles by Swayangprajna Mishra
·1 year ago
ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ ଧମକ ଦେଇଥିବା ଯୁବକ ଚିହ୍ନଟ

ଅର୍ଗସ ବ୍ୟୁରୋ : ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ ଧମକ ଦେଇଥିବା ଯୁବକ ଚିହ୍ନଟ । ଫୋନରେ ଦୁର୍ବୃତ୍ତ ଅକ୍ଷରାଙ୍କୁ 50 ଲକ୍ଷ ଟଙ୍କା ବଟି ମାଗିଥିଲେ ଯୁବକ । ଏନେଇ ଅକ୍ଷରା ପାଟନାର ଦାନାପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଛାନଭୀନ ଆରମ୍ଭ କରିଥିଲା । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବା ନେଇ ପାଟନା ଏସଏସପି ସୂଚନା ଦେଇଛନ୍ତି ।

ଅଭିନେତ୍ରୀଙ୍କୁ ଗତକାଲି ରାତି ପ୍ରାୟ 12ଟାରେ ଦୁଇଟି ଅଲଗା ଅଲଗା ନମ୍ବରରୁ ଧମକପୂର୍ଣ୍ଣ କଲ୍ ଆସିଥିଲା । 2 ଦିନ ମଧ୍ୟରେ 50 ଲକ୍ଷ ଟଙ୍କା ନଦେଲେ ଜୀବନରୁ ମାରିଦିଆଯିବ ବୋଲି ଧମକ ଦେଇଥିଲେ ଅଭିଯୁକ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The youth who threatened Bhojpuri actress Akshara Singh has been identified | Argus News