Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

ଆସନ୍ତା ୫ ତାରିଖଠୁ ହେବ ପାଗରେ ପରିବର୍ତ୍ତନ

Ritu Das
Browse all articles by Ritu Das
·2 years ago
ଆସନ୍ତା ୫ ତାରିଖଠୁ ହେବ ପାଗରେ ପରିବର୍ତ୍ତନ

ଅର୍ଗସ ବ୍ୟୁରୋ: ତାତିରୁ ମିଳିବ ମୁକ୍ତି। ୫ ତାରିଖରେ ପାଗରେ ପରିବର୍ତ୍ତନ। ଆସନ୍ତା ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାଵରେ ତାପମାତ୍ରା କମିବ ସମ୍ଭାବନା ରହିଛି। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଆସନ୍ତା ଏକ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ରେଡ ଆଲର୍ଟ ରହିଛି। 

୨ ତାରିଖ ପରଠୁ କମିବ ସିଭିୟର ହିଟ୍ ୱେଭ ସ୍ଥିତି ଯାହା ଫଳରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ କମିବ। ସୋମବାର ସର୍ବୋଚ୍ଚ ଦିନ ତାପମାତ୍ରା ବାରିପଦାରେ ୪୪.୮ ଡିଗ୍ରୀ ରେକର୍ଡ କରାଯାଇଛ। ୪୪ ଡିଗ୍ରୀ ଉପରେ ୪ ସହର ଥିବା ବେଳେ ୨୮ ସହର ତାପମାତ୍ରା ୪୧ ଡ଼ିଗ୍ରୀ ଉପରେ ରେକର୍ଡ ହୋଇଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There will be a | Argus News