ସରକାରୀ ହିସାବ; ଅଂଶୁଘାତରେ ଏଯାବତ ଜଣଙ୍କର ମୃତ୍ୟୁ
·2 years ago
ଭୁବନେଶ୍ୱର: ସରକାରୀ ହିସାବ ଅନୁସାରେ ଅଂଶୁଘାତରେ ଏଯାବତ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ବରରୁ ଜଣକ ମୃତ୍ୟୁ ହୋଇଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଏଯାବତ ସାରା ରାଜ୍ୟରେ ଅଂଶୁଘାତରେ ମୋଟ ୭୧ ଆକ୍ରାନ୍ତ ହୋଇଥିବାବେଳେ ୭୧ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଆକ୍ରାନ୍ତ ହୋଇଛନ୍ତି ।
ମୟୁରଭଞ୍ଜରେ 7, ଅନୁଗୁଳରେ 7 ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ 6 ଜଣ ଅଂଶୁଘାତ ଯୋଗୁଁ ଚିକିତ୍ସିତ ହେଉଥିବା ସୂଚନା ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: