ଏକ କାର୍ଯ୍ୟକ୍ରମରେ ରାନୀ କହିଥିଲେ ତାଙ୍କ ସୋସିଆଲ ମିଡିଆରୁ ଦୂରରେ ରହିଵାର କାରଣ । ସେ କହଛନ୍ତି -ତାଙ୍କର ଫ୍ୟାନ୍ସ୍ ମାନେ ତାଙ୍କୁ ଵହୁତ୍ ଭଲ ପାଆନ୍ତି ଆଉ ପ୍ରୋତ୍ସାହିତ ମଧ୍ୟ କରନ୍ତି । ମୁଁ ଅତି ସରଳ ଜୀବନଯାପନ କରିବାକୁ ପସନ୍ଦ କରେ । ମୁଁ ଭାଵେ କି ଆମେ ଯେତେ ଜିନିଷ ଵ୍ୟଵହାର କରିଵା ଆମକୁ ସେତେ ଅଧିକ ସମୟ ଦେଵାକୁ ପଡିଵ । ମୁଁ ଏପରି କାର୍ଯ୍ୟ କରିବାକୁ ପସନ୍ଦ କରେ ଯେଉଁଥିରେ ମୁଁ ମୋର ଶତ ପ୍ରତିଶତ ଦେଇପାରିଵି ।
ଵୋଧ ହୁଏ ମୁଁ ମୋର ଶତ ପ୍ରତିଶତ ସୋସିଆଲ ମିଡିଆକୁ ଦେଇ ପାରିବି ନାହିଁ । ସେଥିପାଇଁ ମୁଁ ସୋସିଆଲ ମିଡିଆରେ ଏତେ ଆକ୍ଟିଭ୍ ରୁହେନି ବୋଲି କହିଛନ୍ତି ରାଣୀ ମୁଖାର୍ଜୀ । ଏହାପରେ ସେ ଆହୁରି ମଧ୍ୟ କହିଛନ୍ତି ଲୋକମାନେ ତଥାପି ମତେ ଜାଣନ୍ତି ଏବଂ ଚିହ୍ନନ୍ତି । ମୁଁ ସବୁବେଳେ ଜଣେ ଅଭିନେତ୍ରୀ ଭାବରେ ରହିଵାକୁ ପସନ୍ଦ କରେ ।
ଆହୁରି ପଢନ୍ତୁ ମନୋରଞ୍ଜନ ଖବର...