ଅଧିକ ପଢନ୍ତୁ : ପାକିସ୍ତାନରେ ପିଲାଙ୍କ ଜୀବନ ନେଉଛି ନିମୋନିଆ
ଗତବର୍ଷ ପାକିସ୍ତାନ ଫେରିବା ପରେ ଏଥରକ ନିର୍ବାଚନ ରେସରେ ନୱାଜ ସରିଫଙ୍କ ଏଟ୍ରିଂ ହୋଇଛି । ସେହିପରି ପାକିସ୍ତାନ ପିପୁଲ ପାର୍ଟିର ମୁଖ୍ୟ ବିଲାବଲ ଭୁଟୋ ଜର୍ଦାରୀ ଅନ୍ୟତମ ପ୍ରମୁଖ ଦାବିଦାର ଅଟନ୍ତି । ଯଦି ପାକିସ୍ତାନରେ ମେଣ୍ଟ ସରକାର ଗଠନ ହୁଏ ତେବେ ଭୁଟୋଙ୍କ ଦଳ କିଙ୍ଗମେକର ହୋଇପାରେ । ଏପଟେ ଦୁର୍ନୀତି ମାମଲାରେ ଜେଲରେ ସଜା କାଟୁଥିବା ଇମ୍ରାନଙ୍କ ଦଳ ନିର୍ବାଚନରୁ ବାଦ ପଡିଛି ।