ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ :-
ଡାକ୍ତରଙ୍କ କହିବା କଥାକି ଯେ ହଜମ ପ୍ରକ୍ରିୟାକୁ ଏହା ସୁସ୍ଥ ରଖିଥଏ । ହୃଦ୍ରୋଗର ହେବାରୁ ରକ୍ଷା କରିଥାଏ ଏବଂ କର୍କଟ ରୋଗ ହେବାର ଆଶଙ୍କା କମାଇବା ପାଇଁ ଲିଚି କାମ କରିଥାଏ। ଏହା ବ୍ୟତୀତ ଏହା ଓଜନ ହ୍ରାସ ପାଇଁ ମଧ୍ୟ କାମ କରିଥାଏ । ଲିଚି ଖାଇବା ଦ୍ଵାରା ସଂକ୍ରମଣ ହେବାର ଆଶଙ୍କା କମିଯାଏ। ଏହା ଗଳା, ଜ୍ୱର, ଥଣ୍ଡା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ, କାରଣ ଏଥିରେ ପ୍ରଚୁର ଆଇରନ ଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: