ଅଧିକ ପଢନ୍ତୁ ଭାରତ ଖବର
ଏହିଭଳି ଆଉ ୧୩ଟି ସୁନାର କବାଟ ଲାଗିବାକୁ ଥିବା ବେଳେ ୩ ଦିନ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ ବୋଲି ଜଣାପଡ଼ିଛି । ସୋମବାର ସ୍ବର୍ଣ୍ଣ ଖଚିତ କବାଟଗୁଡ଼ିକ ପହଞ୍ଚିଥିଲା । ପରେ ସବୁଗୁଡ଼ିକୁ ସିସିଟିଭି କ୍ୟାମେରା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସବୁଗୁଡ଼ିକୁ ଲଗାଯିବାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।