
Jitendra Dash
ଅର୍ଗସ ନ୍ୟୁଜ ପାଇଁ ବ୍ରେକିଂ ନ୍ୟୁଜ, ରାଜନୀତି, ଅନୁସନ୍ଧାନ ଓ ଗଭୀର ରିପୋର୍ଟ ପ୍ରସ୍ତୁତ କରୁଥିବା ବରିଷ୍ଠ ସାମ୍ବାଦିକ।
ସମସ୍ତ ଆର୍ଟିକିଲ୍
2242 ଟି ମଧ୍ୟରୁ 12

ବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ, ଥରିଲା ବେସେତରା ଜିଲ୍ଲା
ଛତିଶଗଡ ବେସେତରା ଜିଲ୍ଲାର ବେରଲା ଠାରେ ଥିବା ବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଅନେକ ଲୋକ ଏବେ ମଧ୍ୟ କୋଠାତଳେ ଚାପି ହୋଇ ରହିଥିବା କୁହାଯାଉଛି ।

୬ ଲୋକସଭା ଓ ୪୨ ବିଧାନସଭା ସିଟରେ ପ୍ରତିନିଧି ବାଛିଲେ ଭୋଟର
ଶେଷ ହୋଇଛି ଦେଶରେ ଷଷ୍ଠ ଓ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ଓଡ଼ିଶାର ୬ଟି ସଂସଦୀୟ କ୍ଷେତ୍ର ସମେତ ଦେଶର ୫୮ଟି ଲୋକସଭା ଆସନରେ ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ହୋଇଛି ନିର୍ଦ୍ଦାରିତ ।

ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ କ୍ୟାମ୍ପସ-୨ରେ ବୁଥ୍ ନଂ ୫୯ରେ ମତଦାନ ସାବ୍ୟସ୍ତ କଲେ କେନ୍ଦ୍ରମନ୍ତ୍ରୀ ଓ ଧର୍ମପତ୍ନୀ
ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ମ୍ରିଦୁଳା ଟି ପ୍ରଧାନ ୨୦୨୪ ଲୋକସଭା ଓ ବିଧାନସଭା ଆସନ ପାଇଁ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି
ବିଜେଡି ବିଧାୟକ ଅସାମାଜିକ ତତ୍ତ୍ୱ ଭଳି ମାରଧର କରିବା ଦୁର୍ଭାଗ୍ୟଜନକ : କେନ୍ଦ୍ରମନ୍ତ୍ରୀ
ସମ୍ବଲପୁର ସଂସଦୀୟ ନିର୍ବାଚନମଣ୍ଡଳୀର ଛେଣ୍ଡିପଦା ଅଞ୍ଚଳରେ ସ୍ଥାନୀୟ ବିଜେଡି ବିଧାୟକ ସୁଶାନ୍ତ ବେହେରା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାଡ଼ ମାରିବା ସହ ଗୁଣ୍ଡାଗର୍ଦ୍ଦି କରିବା ଘଟଣାକୁ କଠୋର ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍
ରକ୍ତ ମୁଖା ବିଜେଡି, ଲୋହୁ ଲୁହାଣ ବିଜେପି କର୍ମୀ
ପୁରୀରେ ବିଜେଡିର ଗୁଣ୍ଡାରାଜ୍ । ଲୋକଙ୍କୁ ପ୍ରଭାବିତ କରିବା ବେଳେ ବିରୋଧ କରିବାରୁ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଆକ୍ରମଣ । ପୁରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୁଥରେ ଉତ୍ତେଜନା ।

ଶିଳପୁଆରେ ସ୍ତ୍ରୀକୁ ମୁଣ୍ଡକୁ ଛେଚି ଛେଚି ହତ୍ୟା କଲା ସ୍ବାମୀ
ଗୋପ ଥାନା ଦୁର୍ଗାପୁର ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ଶିଳପୁଆରେ ମହିଳାଙ୍କ ମୁଣ୍ଡକୁ ଛେଚି ହତ୍ୟା ଅନୁମାନ । ଘଟଣାରେ ସ୍ବାମୀ ଦେବଦତ୍ତ ସାହୁ ନୟାହାଟ ଫାଣ୍ଡିରେ ଆତ୍ମସମର୍ପଣ କରିଥିବା ପୋଲିସ ପକ୍ଷରୁ ସୂଚନା ।

ଡୋମ୍ବିବଲୀରେ ବିସ୍ଫୋରଣ, ୭ ଜଣଙ୍କ ମୃତ୍ୟୁ ସହ ୪୮ରୁ ଅଧିକ ଆହତ
ମହାରାଷ୍ଟ୍ର ଡୋମ୍ବିବଲୀରେ ବଡ଼ ଧରଣର ବିସ୍ଫୋରଣ । ଠାଣେ ଜିଲ୍ଲାର ଆମୁଦାନ କେମିକାଲ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ ଘଟିବା ଫଳରେ ୭ ଜଣଙ୍କ ମୃତ୍ୟୁ ହେବା ସହ ୪୮ରୁ ଅଧିକ ଆହତ ହୋଇଛନ୍ତି ।

ଶ୍ରୀମନ୍ଦିର ଉତ୍ତରଦୁଆର କୁଅରେ ପଡିଲେ ଭକ୍ତ
ଶ୍ରୀମନ୍ଦିରରେ ଅଘଟଣ । ଉତ୍ତରଦୁଆର କୁଅରେ ପଡିଲେ ଭକ୍ତ । ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଦାର କାର୍ଯ୍ୟ ଜାରି ।

ଏହି ଯାତ୍ରାକୁ ଦେଖିବା ପାଇଁ ଛତିଶଗଡ, କଳାହାଣ୍ଡି ଓ ନୂଆପଡାରୁ ଆସିଲେ ଭକ୍ତ
ଆଦିବାସୀଙ୍କ ସଂସ୍କୃତି, ପରମ୍ପରା ଅନନ୍ୟ । ଆଦିବାସୀ ମାନେ ପ୍ରକୃତିର ଉପାସକ ଥିବା ବେଳେ ଶହ ଶହ ବର୍ଷ ଧରି ନିଜର ସଂସ୍କୃତି, ପରମ୍ପରାକୁ ବଜାୟ ରଖିଛନ୍ତି । ଏମିତି ଏକ ଶହ ଶହ ବର୍ଷ ଧରି ବୁଡ଼ାଦେଓଙ୍କୁ ନିଜର ଇଷ୍ଟ ଦେବତା ଭାବେ ମରକାମ ବଂଶୀୟ

ଟ୍ବିନ ସିଟି କଟକ ଓ ଭୁବନେଶ୍ବରରେ ଥମିଲା ପ୍ରଚାର
ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ପ୍ରଚାର ଶେଷ ହୋଇଛି । ଟ୍ବିନ ସିଟି କଟକ ଓ ଭୁବନେଶ୍ବରରେ ମଧ୍ୟ ଥମିଛି ପ୍ରଚାର । ଶନିବାର ଏହି ଦୁଇ ଲୋକସଭା ଆସନରେ ହେବ ଭୋଟିଂ ।

ଭୁଲରେ ବି କାହା ଠାରୁ ଶୁଣନ୍ତୁ ନାହିଁ ଅନ୍ୟ ଜୀବନର ଗୁପ୍ତ କଥା !
ଭୁଲରେ ବି କାହା ଠାରୁ ଶୁଣନ୍ତୁ ନାହିଁ ଅନ୍ୟ ଜୀବନର ଗୁପ୍ତ କଥା ! କାରଣ ଆପଣଙ୍କୁ ହୋଇପାରେ କ୍ଷତିକାରକ । ଏକଥା ଆମେ କୋହୁନୁ ଏକଥା କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ । ନିଜ ଜୀବନରେ ଘଟୁଥିବା ଏମିତି ବି କିଛି ଘଚଣା ସୁଣିବା ଓ କାହାକୁ କହିବା ଉଚି