ତେବେ ଭିଡିଓଟି ହେଉଛି ମହାରାଷ୍ଟ୍ରର ଏକ ରାଜରାସ୍ତାର । ପାଖ ନଦୀରୁ ଏହି କୁମ୍ଭୀରଟି ରାଜରାସ୍ତାକୁ ଉଠିଆସିଛି । ପାଖାପାଖି ୮ ଫୁଟ ଲମ୍ବର ଏହି ବିଶାଳ କୁମ୍ଭୀର । ଏହାକୁ ଦେଖିବା ପରେ ପ୍ରାୟ ସମସ୍ତେ ନିଜ ଗାଡି ବନ୍ଦ ରଖି ତାର ଭିଡିଓ କରିବାକୁ ଲାଗିଥିଲେ । ପରେ ପରେ ସେ କୁମ୍ଭୀରଟି ଆଗକୁ ଆଗକୁ ଯାଉଥିବା ବେଳେ ଗୋଟେ ଅଟୋ ଲାଇଟ ଲଗାଇ ତାର ପିଛା କରୁଥିବା ଦେଖିବାକୁ ମିଳିଛି । ତେବେ ପ୍ରବଳ ବର୍ଷା ଯୋଗୁଁ କୁମ୍ଭୀରଟି ନଦୀରୁ ବାହାରି ଆଶିଥିବା ଦେଖିବାକୁ ମିଳିଛି । ଭିଡିଓଟି ମହାରାଷ୍ଟ୍ରର ରତ୍ନଗିରିର ବୋଲି କୁହାଯାଉଛି ।
Somewhere in #Maharashtra
A #Crocodile is seen taking a walk on a busy Road….#Fancy
Pretty Crocodile 🐊 walking on the street!
Is this the same crocodile of #SupremeLeader ??
pic.twitter.com/JSiJwR9YRU@tanmoyofc @IndiaAwakened_ @ranjona @yusufpore @RahulSeeker @geetv79 — Muzzammil KhanⓂ️ مزمل خان (@MohdMuzzammilK) July 1, 2024