ଛତିଶଗଡ ବିଧାନଭା ନିର୍ବାଚନ, ପ୍ରଥମ ପର୍ଯ୍ୟାୟରେ ୨୦ ଆସନରେ ହେବ ଭୋଟ୍
ସୂଚନାଯୋଗ୍ୟ, ମଙ୍ଗଳବାର ଛତିଶଗଡରେ 20 ଆସନ ପାଇଁ ହୋଇଛି ମତଦାନ । 223 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏଭିଏମରେ ସିଲ୍ ହୋଇଛି । ନକ୍ସଲ ପ୍ରବଣ ୧୦ଟି ଆସନରେ ସକାଳ ୭ଟାରୁ ଦିନ ୩ଟା ଯାଏଁ ମତଦାନ ହୋଇଥିଲା, ବାକି ଆସନରେ ସକାଳ ୭ଟାରୁ ଅପରାହ୍ନ ୫ ଟା ଯାଏଁ ମତଦାନ ହୋଇଥିବା ନେଇ ସୂଚନା ରହିଛି । ନକ୍ସଲ ପ୍ରବଣ 10 ଆସନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସତ୍ତ୍ୱେ ଏଭଳି ଏକ ଅଘଟଣ ଘଟିଯାଇଛି । ସେପଟେ ୭୦ ଆସନ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ ଗ୍ରହଣ କରାଯିବ ଓ ଡିସେମ୍ବର ୩ ତାରିଖରେ ଭୋଟ ଗଣତି ହେବ ।