ବିହାରର ଦଳିତ ବର୍ଗଙ୍କ ପାଇଁ ସେ ଅନେକ ସମୟରେ ସ୍ବର ଉତ୍ତୋଳନ କରିଛନ୍ତି । ସେ ଭାରତ ଛାଡ ଆନ୍ଦୋଳନରେ ଯୋଗଦେବା ପାଇଁ ସ୍ନାତକ କଲେଜ ଛାଡ଼ିଥିଲେ। ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିବାରୁ ସେ ୨୬ ମାସ ଜେଲରେ ରହିଥିହିଲେ। ଭାରତରତ୍ନ ସମ୍ମାନ ମିଳିବା ପରେ ଟ୍ବିଟ୍ କରି ଖୁସି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।