Oil Marketing Companies (OMCs) have informed that they have revised Petrol and Diesel Prices across the country. New prices would be effective from 15th March 2024, 06:00 AM.
Reduction in petrol and diesel prices will boost consumer spending and reduce operating costs for over… pic.twitter.com/FlUSdtg2Vi — Ministry of Petroleum and Natural Gas #MoPNG (@PetroleumMin) March 14, 2024
କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ସୂଚନା ଦେଇଛନ୍ତି । କୋଟି କୋଟି ଭାରତୀୟଙ୍କ ହିତ ସାଧନ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେଟ୍ରୋଲ-ଡିଜେଲରେ ଦରରେ ୨ ଟଙ୍କା ହ୍ରାସ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ରାଜସ୍ଥାନ ସରକାରଙ୍କ ତରଫରୁ ମଧ୍ୟ ପେଟ୍ରୋଲ-ଡିଜେଲ ଦର ହ୍ରାସ ଘୋଷଣା କରାଯାଇଥିଲା ।
ଅଧିକ ପଢନ୍ତୁ ଭାରତ ଖବର