ଅଧିକ ପଢନ୍ତୁ : ଋଷିକେଶ ଓ କରୌଲୀରୁ କଂଗ୍ରେସକୁ ମୋଦିଙ୍କ ଜୋରଦାର ଆକ୍ରମଣ
ରାଜସ୍ଥାନର ୧୯ ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ୧୨ ଲୋକସଭା ଆସନରେ ହେବ ଭୋଟ୍ ଗ୍ରହଣ । ରାଜସ୍ଥାନରେ କରୌଲୀରେ ମୋଦି କହିଛନ୍ତି," ଯଦି ଆମେ ଏକ ବିକଶିତ ଭାରତର ସ୍ବପ୍ନକୁ ପୂରଣ କରିବାକୁ ଚାହୁଁ, ତେବେ ଆମକୁ ପଦ୍ମ ଫୁଲରେ ଭୋଟ ଦେବାକୁ ପଡ଼ିବ। ବାକି କାମ କରିବା ମୋର ଗ୍ୟାରେଣ୍ଟି ।" ସେପଟେ ଗତକାଲି ରାଜସ୍ଥାନର ବିକାନେରରେ କଂଗ୍ରେସ ଷ୍ଟାର-ପ୍ରଚାରକ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର କରି ଦଳ ପାଇଁ ଭୋଟ ମାଗିଛନ୍ତି । କହିଛନ୍ତି, ଗୋଟିଏ ଝଟକାରେ ଦେଶରୁ ଗରିବି ଦୂର କରିଦେବେ ।