ଅଧିକ ପଢନ୍ତୁ : କାର୍ଯ୍ୟକ୍ରମରେ ପୁରସ୍କାର ଦେବାବେଳେ ଖଦିକୁ ପ୍ରାଧାନ୍ୟ ଦେବାକୁ UGCର ନିର୍ଦ୍ଦେଶ
ଯାହାପରେ ଦେଶରେ ହେଇଥିବା ଏହି ପରୀକ୍ଷାକୁ ରଦ୍ଦ ଘୋଷଣା କରାଯାଇଛି । ପରୀକ୍ଷା ରଦ୍ଦ ସହ ପ୍ରଶ୍ନପତ୍ର ଲିକ୍ ଅଭିଯୋଗର ତଦନ୍ତ କରିବ ସିବିଆଇ । ସିବିଆଇକୁ ପ୍ରଶ୍ନପତ୍ର ଲିକ୍ ଅଭିଯୋଗର ତଦନ୍ତ କରିବାକୁ ସୁପାରିସ କରିଛି । ଗତ ୧୮ ତାରିଖରେ ଦେଶର ୩୧୭ ସହରରେ ୧୨୦୫ ପରୀକ୍ଷା କେନ୍ଦ୍ରରେ ପାଖାପାଖି ୧୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ୟୁଜିସି-ନେଟ୍ ପରୀକ୍ଷା ଦେଇଥିଲେ ।