ଅଧିକ ପଢନ୍ତୁ : speed 10; ସ୍କ୍ରୋଲ୍ କରନ୍ତୁ... ଖବର ପଢନ୍ତୁ...
ଗ୍ରାମର ଶତୃଘନ ପାତ୍ରଙ୍କ ଘର ଉପରେ ଭାଙ୍ଗି ପଡ଼ିଲା ନଡ଼ିଆ ଗଛ, ଶତୃଘନ ଙ୍କ ସାନଭାଇ ତପନ ପାତ୍ର ଗୁରୁତର ଆହତ ହୋଇଛନ୍ତି । ତପନ ରାତିରେ ଶୋଇଥିବା ବେଳେ ତାଙ୍କ ଶୋଇଥିବା ଘର ଉପରେ ଗଛ ଭାଙ୍ଗି ପଡିଥିଲା ।ପରିବାର ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।