ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନେକ ଗୁଡ଼ିଏ ବିକାଶ ମୂଳକ କାର୍ଯ୍ୟ ହେଉଛି ସମ୍ବଲପୁରକୁ କେମିତି ଭାରତବର୍ଷ ର ଏକ ଅଗ୍ରଣୀ ଅଞ୍ଚଳ ଭାବେ ତିଆରି କରିବା ଏଠିକାର ଯୁବକ ମାନଙ୍କ ମଧ୍ୟରେ ରୋଜଗାର ହେଉ କି ଏଠିକାର ସାମାଜିକ ଜୀବନ ଓ ଅର୍ଥନୀତି ସୃଦୃଢ଼ କିପରି ହେବ ସେ ନେଇ ପରାମର୍ଶ ଦେଲେ । ସେସବୁ କୁ ମୁଁ ଭଲରେ ଗ୍ରହଣ କଲି । ମୁଁ ଆଗାମୀ ଦିନରେ ଏ ପ୍ରକାର ପରାମର୍ଶ ଓ ଆଲୋଚନା କୁ ଅପେକ୍ଷା ରଖିବି। ପୁଣି ଥରେ ବାର କୁ ଆସିବି । ସମ୍ବଲପୁର ବାର ରେ ଭଲ ସଂଖ୍ୟକ ଯୁବକ ଓ ମହିଳା ଭଉଣୀ ମାନେ ଓକିଲ ଭାବେ ଯୋଗ ଦେଇଛନ୍ତି । ଯାହା ଏକ ଭଲ ଲକ୍ଷଣ। ଆହୁରି ବଢିବା ଦରକାର। ସମ୍ବଲପୁର ଏକ ପ୍ରମୁଖ ଅଞ୍ଚଳ ଆମ ଦେଶର। ଆମ ସଂସ୍କୃତି ଓ ସଭ୍ୟତା ର କେନ୍ଦ୍ର।
ଅଧିକ ପଢନ୍ତୁ ଓଡ଼ିଶା ଖବର