ଅଧିକ ପଢନ୍ତୁ: ଆଦିବାସୀ କାର୍ଡ ଖେଳିପାରେ ବିଜେଡି: ସାଲୁଗା ପ୍ରଧାନ ଉପବାଚସ୍ପତି
ଶୀତକାଳୀନ ବିଧାନସଭା ଅଧିବେଶନ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ସ୍ଥିତିର ଯାଞ୍ଚ କରିଛନ୍ତି ପୋଲିସ ଡିଜି । ବ୍ୟବସ୍ଥା ଅନୁଯାୟୀ 3 ସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ରହିବ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା । ଆବଶ୍ୟକ ସ୍ଥଳେ DRONE ବ୍ୟବହାର କରିବ କମିଶନରେଟ ପୋଲିସ ବୋଲି କହିଛନ୍ତି ଡିଜି ।
ଓଡିଶା ଖବର ଆହୁରି ପଢନ୍ତୁ